Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

FAZLUR RAHMAN ISLAHI

Classics Inspirational Others

3.9  

FAZLUR RAHMAN ISLAHI

Classics Inspirational Others

ବାପା

ବାପା

1 min
248


ତୁମକୁ ଖୋଜୁଛି ବର୍ଣ୍ଣମାଳା ଓ

ମାତ୍ରାର ବର୍ଣ୍ଣବୋଧରେ

ଖୋଜୁଛି ଖବରକାଗଜର ବିଭିନ୍ନସ୍ତମ୍ଭ 

ଓ ପୃଷ୍ଠାର ଲେଖାରେ

ଖୋଜୁଛି ଏମାଟି ବାଲିର 

ଅସଂଖ୍ୟ ସୁକ୍ଷ୍ମତା ମଧ୍ୟରେ

ଖୋଜୁଛି ଜଳରକଣିକା ଓ ସମୁ୍ଦ୍ରର 

ଉତ୍ତାଳ ତରଙ୍ଗରେ

ଖୋଜୁଛି ବିଶାଳ ହୃଦୟଥିବା ଗଗନଓ 

ପବନର ତରଙ୍ଗ ମଧ୍ୟରେ

କୁହ ତୁମେ ଅଛ କେଉଁଠି

ଓ କେଉଁ ରାଇଜରେ

ବୋଧେ ଅଛ

ପବିତ୍ର ଗ୍ରନ୍ଥର ପୃଷ୍ଠାରେ ଅବା 

ଉଚ୍ଚାରିତ ଶ୍ଳୋକର ମୁରଚ୍ଛନାରେ

ଏ ସମାଜ ଓ ଜାତିର ସଂସ୍କାର ମଧ୍ୟରେ

ସ୍ପନ୍ଦିତ ହେଉଥିବା ପ୍ରତି ହୃଦୟର 

ପ୍ରତିଟି ସ୍ପନ୍ଦନରେ

ମୋ ଅଶ୍ରୃର ପଲକରେ

ଏମିତି ଖୋଜି ଚାଲିିିଥିବି ଆଜୀବନ

ରାତ୍ରୀର ଶୁନଶାନ ପ୍ରହରର 

ବ୍ରହ୍ମମୁହୁର୍ତ୍ତରେ

ଅଜାନ୍ ର ଡାକ ନମାଜ ଓ ଦୁଆର ଅମୃତବେଳାରେ ।



Rate this content
Log in

Similar oriya poem from Classics