Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjya Tripathy

Classics

3  

Sanjya Tripathy

Classics

ଗଣତନ୍ତ୍ର

ଗଣତନ୍ତ୍ର

1 min
171



ମୁଣ୍ଡକଟା କୁକୁଡା ପରି ଫଡ୍ ଫଡାଉଥୁବା

ସକାଳ,

କେବଳ ଚମକୁଥିବା ରଙ୍ଗର ଚାଲବାଜି

ମଧ୍ୟାହ୍ନ,

ଦୁର୍ଘଟଣାରେ ମରିଥିବା ବୁଲା କୁକୁରର ଅନ୍ତବାଜୁଳା

ଅପରାହ୍ନ,

ଗଣବଳତ୍କାର ଫିଡିତାର ବାଂତ ଅନୁଭୂତି

ସଂଧ୍ୟା,

ଗୋଧୂଳି ସିକ୍ତ ଗାଁ ଦଣ୍ଡରେ ମଦୁଆଙ୍କ ହୁଲସ୍କୁଲ

ରାତ୍ରି,

ପ୍ରଥମ ପ୍ରହର

ଗଣତନ୍ତ୍ରରେ

ତୃତୀୟ ପ୍ରହର

ପରକ୍ରୀୟା ପ୍ରୀତିଲିପ୍ତ ମଣିଷ ମାନଙ୍କର ଦଂଭୋକ୍ତି

ନିଷିଦ୍ଧାଞ୍ଚଳର କ୍ରମବର୍ଦ୍ଧିଷ୍ଣୁ ବିପଣୀ

ଭୋକରେ ଶୋଇଯାଉଥିବା ନିଷ୍ପାପ ଶିଶୁଙ୍କ କରୁଣ ଅଭିବ୍ୟକ୍ତି ।

ଦ୍ବିତୀୟ ପ୍ରହର

ଅସହାୟତାର ଖରର ମାନଙ୍କ ଆଗମନ

ଝରା ସେଫାଳୀର ମୃଣ୍ମୟୀ ମାହା

ପର୍ଯ୍ୟାପ୍ତ ପତିତ କଙ୍କାଳର ବକ୍ରୋକ୍ତି

ସ୍ରଷ୍ଟା ମାନସର ସର୍ଜନ-ଅନୁସୃଜନ

ଶୀତ ସମାହିତ ଭାବମୟ ଚେତନା

ବିଶ୍ବ ବିମର୍ଦ୍ଦିନୀ କରୋନାର କଳାହସ ।।



Rate this content
Log in

Similar oriya poem from Classics