Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଘର ଆମ ମନ୍ଦିର

ଘର ଆମ ମନ୍ଦିର

1 min
278



ଘର ଆମ ଲାଗଇ ମନ୍ଦିର

ସେଥି ମିଳେ ସବୁ ସୁଖ ମୋର

ପିତା ମାତା ଆମ ଚଳନ୍ତି ଠାକୁର

ତାଙ୍କର ସେବାରେ ଆନନ୍ଦ ଆମର

ହେଲେ ଲକ ଡାଉନ ସୁଯୋଗ ଆଣିଲା

ଆମକୁ ପରିବାର ସାଥେ ଯୋଡ଼ିଲା

ପରିବାର ସାଥେ ସମୟ ବିତେ ଖୁସିରେ

ଆମ ଜୀବନ ବନ୍ଧା ତାଙ୍କରି ସାଥିରେ

ପିତା ମାତା ଆମ ପାଇଁ ମହାନ

ତାଙ୍କ ସେବାରେ ବିତୁ ଆମ ଜୀବନ



Rate this content
Log in

Similar oriya poem from Inspirational