STORYMIRROR

Tripati Pradhan

Abstract

2  

Tripati Pradhan

Abstract

ଏତେ ରଙ୍ଗ ଦେଖାଉ କାହିଁ

ଏତେ ରଙ୍ଗ ଦେଖାଉ କାହିଁ

1 min
163

ହେ ଭାଇ ,

ଏରଙ୍ଗ ଦେଖାଉ କାହିଁ

ଆସିବ କାଳ ବୈଶାଖୀ

ନେବତ ଧୋଇ

ଆସିଛି ପଉଷ ମାସ

ମନ ହେଉଛୁ ଉତାସ

ବଇଶାଖ ପଛେ ପଛେ

ଆସୁଛି ଧାଇଁ

ଶୁନରୁ ତୁ ଅଛୁ ଯାଇ

ସଂଖ୍ୟାର ଡାହାଣେ ରହି

ଵଲାଉ ଯେ ସର୍ବେସର୍ବା

ମୁ ସଂଖ୍ୟା ସାଇଁ

ଜନ୍ମ ତୋ ପୃଥିବୀ ଶୁନ

ଭ୍ରମି ମିଳେ ସେହି ସ୍ଥାନ

ରୂପେ ହୋଇ ଭିନ୍ନାଭିନ୍ନ

ଆସିବୁ ତୁହି

ସଂଚିବାକୁ ଧନମାନ

କରି ଚାଲିଛୁ ଯା କର୍ମ

ନେବାକୁ କାଳ ଛଞ୍ଚାଣ

ରହିଛି ଚାହିଁ

କମଳା ଶ୍ରୀହରି ପ୍ରିୟା

ଅନ୍ନ ପ୍ରଦାୟିନୀ ମାଆ

ଝରା ଫୁଲର ସଂଯୁକ୍ତେ

ସୁବର୍ଣ ମୟୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract