STORYMIRROR

Rasmita Sahoo

Abstract Classics Children

3  

Rasmita Sahoo

Abstract Classics Children

ଏମିତି କ୍ଷଣ ନ ଆସୁ

ଏମିତି କ୍ଷଣ ନ ଆସୁ

1 min
196

ଏମିତି କ୍ଷଣ ନ ଆସୁ 

ମିଛି-ମିଛିକା କାହାଣୀ ସବୁ 

ବାସ୍ତବିକତାର କଦର୍ଯ୍ୟ ରୁପକୁ 

ଯେ କେହିବି ଦେଖୁ।


ଏମିତି କ୍ଷଣ ନ ଆସୁ 

ଇର୍ଷା ଆଉ ଦ୍ଵେଷର ଅନ୍ଧରେ 

ଧର୍ମ ଆଉ ବର୍ଣ୍ଣର ନାମରେ

ମାନବ କେବେହେଁ ଦାନବରେ 

ରୂପରେ ବଦଳି ଯାଉ।


ଏମିତି କ୍ଷଣ ହିଁ ଆସୁ 

ଯେ ମଣିଷ, ସୁଖରେ ଦୁଃଖରେ 

ସାଙ୍ଗ ଆଉ ସାଥିରେ,

ହସରେ ଖୁସିରେ ସଭିଙ୍କ ଜୀବନ 

ଶାନ୍ତି ଆଉ ମୈତ୍ରୀ ରେ ବିତୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract