STORYMIRROR

Susil Pani

Inspirational Abstract

2  

Susil Pani

Inspirational Abstract

ଦୂନିଆଁ

ଦୂନିଆଁ

1 min
13.4K


ଦୁନିଆଁ ଅଟେ ଦୁଇ ନିଆଁ

ଏକ ନିଆଁ ଏନ୍ତୁଡିର

ଅନ୍ୟ ଏକ ଜୁଇ ନିଆଁ

ତା ମଧ୍ୟରେ ହସ ଖୁସି

ପାପ ପୂଣ୍ୟ ଦୁଖ ଆଉ ସୁଖ

ସବୁକୁ ସମାନ ଭାବି

ଯେ କର୍ମ କରୁଥିବ

ସେ ଏକା ଏ ଦୁନିଆରେ

ତିଷ୍ଟି ଯେ ପାରିବ ।

@ ସୁସିଲ୍ ପାଣି ,ପୁରୀ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational