STORYMIRROR

Jayantika rana

Action

3  

Jayantika rana

Action

ଦିପା

ଦିପା

1 min
199

ମୋର୍ ରସ୍ ମଲେଇ ଚିକ୍କଣ ଗାଳି

    କେଁ ହେଲା ଯେ ଗାଧିଲା ଘାଟେ

ମୁଁହୁ ଫୁଲାଲୁ ଆଜି ।


  ହେତେ ବର୍ଷ ହେତେ କାଳ

       କେବେ ନି ହେଳୁ ଗୁମାନି

 ଆଜି ମୁଇ ତତେ କଣ କନି

ବିଲକୁଲ୍ ତ ନାଇ ଜାଣି ପାରିନି ।


   ଯେତେ ସାଥୀ ଥିଲେ ବି ରେ

    ତୁଇ ମୋର ଜୀବନ ସାଥି

ଇଟା ନାଇ ଭାବିବୁ ନାଇ ଯାଇର ତତେ ଭୁଲି।

  

I miss u, I like you, 

       ତୁଇ ମୋର everything

ଯେତେ ଝଗଡ଼ା ହେଲେ ବି

        ନାଇ ଭୁଲ୍ ବୁ ଇ ଦିନ୍ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action