STORYMIRROR

Jayantika rana

Inspirational

3  

Jayantika rana

Inspirational

ମୋର୍ ବୁହେନ୍ ସପୁରା

ମୋର୍ ବୁହେନ୍ ସପୁରା

1 min
219

   

    କୋଶଳୀ ଭାଷାରେ ବ୍ୟାଖ୍ୟାନ

 ବାପା ତାର ସୁଦାମ କଙ୍କରିୟା ଅଟେ ତାର୍ ସ୍ଥାନ

       ଏକ ପରିବାର ର ଗେହ୍ଲେଇ ଝିଅ ସେ

        ମନରେ ଅଧିକ ଉଲ୍ଲାସ

     ଲେଖୁ ଲେଖୁ ମୁଁ ପଦେ ଲେଖି ଦେଲି

      ଆଗୁଆ ହୋଇ ସପୁରା ବେଶ ।


    ବେଶି ଭୁସ୍କି ନି କି ବେଶି ପାତାଲା ନି

           ଅଛେ ତାର୍ ବତରିଆ

    ତର୍ ତର୍ ହେଇକରି 

         ସବୁ କଥା ଥି ହାତପାତ୍

ଆର୍ ସେ ତ ପଢୁଛେ ବାଲାଜୀ କଲେଜ ନେ

        ଡକ୍ଟରୀ ପାଠ

 ଫୁଲ ବରି କେ ଝିମୋ ଝୁରି

           ରାନ୍ଧି ଜାନ୍ ଲେ ବନେ କରି

 ଗୁରା ଫର୍ ଫରା ତା ର୍ ଚେହେରା

    ଆର୍ କଣ କହେମି। ଦେଖେଲେ ତ ବୁଆ ।


     ସମିଆ ଦିନେ ଚୁରେଇ ନେଲା

           ଆମର ଦୁଇ ଜନ୍ ର ମନ୍

   ସୁରୁତା ଅଛେ ମୋର୍ ମନ୍ ଭିତରେ

         ତୁଇ ସପୁରା ମୋର୍ ଜୀବନ ଧନ

 କେନ୍ ସି କଥାର ନାଇ ଜାନେ ଆଗପଛ

        ପାଠ ପଢ଼ବାର୍ ବି ତାର ବହୁତ୍ ଭଲ

ଆର୍ ଇଟା ବି ଜାନିଥ

 ସେ ଟୁକେଲ୍ free fire Lover's ।


 ତାର କାଆଁଳି କଥା ମୂଲୁକି ହସା

        ମୋର୍ ମନ୍ ନେଶି ଘିନି

  ସବୁ ଟୁକେଲ୍ ନୁ ସପୁରା ଅଲଗା

        ଇଟା ବି ଜାଣିଛେ ମୁଇ ।


କେତେ ବେଳେ ଦୁଃଖ ଥିଶୀ

         କେତେ ବେଳେ ସେ ଖୁସି

 ଆର୍ କହିଲେ ଯେ ଜାନବ  

        ଇଟା ତ ସେ ମଲମଲି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational