STORYMIRROR

Jayantika rana

Abstract

4  

Jayantika rana

Abstract

ଆମ ଗାଁ

ଆମ ଗାଁ

1 min
288

   ଛି ଛି ଆମର ଧୂମାପାଳି ବନ୍ଧ

ଇ ସ୍ୱଚ୍ଛ ଭାରତ ଭିତରେ କେନ୍ ଜାଣିଛେ ଲାଫଡା

ବନ୍ଧ କେ ଆଇଲା କେ ସିନା ଯାନୁଛେ

       ପଡ଼ିଛେ ଏତେ କପଡା

 ତିନ ଚାର୍ ଟା ବଳି ଘାଟ ଅଛେ

          ନେଇ ନ ଟିକେ ପାଏନ୍

ଯେନ୍ ବଡ ବଡ କଥା କହୁଥିସନ୍ ଲୋକ

      ଘାଟ ଯେ ନାଇ କରିପାରନ ଉଏନ୍

ଟିକେ ବଳି ପାଏନ ଅଛେ

          ଗାଧି ଆଉ ଛନ ହଜାରେ ଲୋକେ

    ଆର୍ ମାଛ ମାରବାର୍ ତ ତାଙ୍କର ହବି ବନାଲେ

      ନାଇ ବୁଝି ପାର୍ଲେ କେବେ

ଆଁ ଆଁ କରି କାଠି କର୍ବେ 

             କାଠି ଫିକବେ ପାଏନ କେ

କହିଲେ କଥା ରିଶ୍ମି ହେବେ

          କେତେ ଶୁନବ ଆଇନ୍ କେ

ପ୍ରକୃତ ରେ ଜ୍ଞାନ ଅଛେ ବେଳେ 

          ପାନି କପଡା ନାଇ ଫିକ

 ଘାଟର ହାଲତ ଟିକେ ଦେଖ

    ଘାଟର ହାଲତ ଟିକେ ଦେଖ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract