Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Comedy

3.2  

Gunanidhi Samal

Comedy

ଚକୋଲେଟ ପ୍ରେମ

ଚକୋଲେଟ ପ୍ରେମ

1 min
155


କାଡ଼ବୁରି ସାଥେ ନେଷ୍ଟେଲ କିଣିଲି

ତା ସାଙ୍ଗେ କିଣିଲି ପର୍କ

କିସ୍ ମି ସାଥିରେ କିଟକାଟ୍ ପୁଣି

ଆହୁରି ଅମୁଲ ଡାର୍କ ,

ଚକୋଲେଟ ଦେଇ ପାଖକୁ ଡାକିଲି

ଦେଖିକି କଲେଜ ଝିଅ

ଯାହାନେବ ନିଅ ଥରେଲୋ ସୁନ୍ଦରୀ

ଲଭ ଇଉ କହିଦିଅ ,

ଆଜ୍ଞା, କଥା ରହିଗଲା ଅଧା

ଫୁଲିଗଲା ମୋର ତାଳୁ ରୁ ତଳିପା

ଖାଇ ତା'ଚାପୁଡ଼ା ବିଧା ।


Rate this content
Log in

Similar oriya poem from Comedy