STORYMIRROR

Prafulla Chandra padhi

Fantasy

3  

Prafulla Chandra padhi

Fantasy

ଚିତ୍ରର ଚିତ୍ର

ଚିତ୍ରର ଚିତ୍ର

1 min
253

ଯୁଆଡ଼େ ଚାହିଁଲେ ସୁନୀଳ ପାଣି ପାଣି

ଅକାତ କାତ

ମୋ ବଂଧୁ ,ମୁଁ ଓ ଜଣେ ଅଚିହ୍ନା ଲୋକ

ବୁଡ଼ି ବୁଡ଼ି ଯାଉଚୁ

ଆମ ପାଖ ଦେଇ ଅନେକ ଜାହାଜ

ଏବେ ଆଉ ମନେ ପଡ଼ୁନି କିଛି

ଅଦୂର ରୁ ଶୁଭୁଚି କିଛି ଶଦ୍ଦ !

ଛାତି ତଳେ ଧକ଼ ଧକ଼

ଶୀତଳେଇ ଯାଉଚି ଦେହ ,ମନ

ଅସ୍ପଷ୍ଟ ଦିଶୁଚି ପ୍ରେମିକାର ମୁହଁ

ତାରା ବିହୀନ ଆକାଶରୁ !

ଯୁଆଡ଼େ ଚାହିଁଲେ ସୁନୀଳ ପାଣି ପାଣି

ମୋ ବଂଧୁ ,ମୁଁ ଓ ଜଣେ ଅଚିହ୍ନା ଲୋକ

ବୁଡ଼ି ବୁଡ଼ି ଯାଉଚୁ !



Rate this content
Log in

Similar oriya poem from Fantasy