STORYMIRROR

Asish Kumar Sahu

Romance Others

3  

Asish Kumar Sahu

Romance Others

ବର୍ଷା ଗୋ ତୁମେ ଆସ ନା

ବର୍ଷା ଗୋ ତୁମେ ଆସ ନା

1 min
124


ମୁଁ କୃଷି ନୁହଁ ଯେ

ତୁମ ଆଗମନେ ବୁଣି ଦେବି ମୁଠା ମୁଠା ଆଶା।

ମୁଁ ଯେ ଚାତକ ନୁହଁ,

ମନେ ମୋ ପୂର୍ଣ୍ଣ ହେବ ମିଛି ମିଛିକା ଭରସା।

ମୁଁ ବିଜ୍ଞାନୀ ବି ନୁହଁ,

ତୁମ ଆସିବାର କାରଣ ପ୍ରତି ହବ ହେ ଜିଜ୍ଞାସା।

ମୁଁ ମୟୁର ନୁହଁ ଯେ,

ନାଚି ନାଚି କରୁଥିବି ତୁମର ପ୍ରସଂଶା। 

ନୁହଁଇ ମୁଁ ପ୍ରେମୀ, 

ଯେ ତୁମେ ଭରିଦେବ ମୋ ମନରେ ଇର୍ଷା। 

ବର୍ଷା 

ଆଗୋ ତୁମେ ଆସ ନା ।

ମୁଁ ଯେ ତାନସେନ ନୁହଁ, 

ମଜ୍ଜି ଯିବି ରାଗ ମହ୍ଲାର ରେ

ମୁଁ ଯେ କବିଟିଏ, 

ତୁମ ବିନୁ ତିନ୍ତି ପାରେ ଭାବନା ସାଗରେ.. 

ଉପସ୍ଥିତି ରେ ବି ଶୁଷ୍କ ରହିଯାଏ ମନ ମାନସ ରେ।


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance