Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajit Kumar Raut

Inspirational

4  

Ajit Kumar Raut

Inspirational

ବୃଦ୍ଧ ବୟସ

ବୃଦ୍ଧ ବୟସ

1 min
17



ସତୁରି ବର୍ଷ, ପୁରୁଛି


        ବୃଦ୍ଧ କାଳ, ଆସିଛି,


ଅଥୟ ମନ, ହେଉଛି


       ଶକ୍ତି ଧୀରେ, ଘଟୁଛି,


ସମୟ ଚକ୍ର,ଚାଲୁଛି


       ଦିବ୍ୟ,ଦୃଶ୍ୟ ଦିଶୁଛି,


ମନର ଚିନ୍ତା, ବଢୁଛି


      ବଳ,ଶୂନ୍ୟ ହେଉଛି !!


ବାଲ୍ୟରୂପ,ଦେଖୁଅଛି


       ଭକ୍ତି, ଦୀପ ଜାଳିଛି,


ରାମନାମ ଟି, ଗୁଞ୍ଜୁଛି


     ଜ୍ଞାନ, ରାଷ୍ଟ୍ରେ ଦେଉଛି,


ଭାବକୁ,ଭାଭେ ବାନ୍ଧିଛି


     କର୍ତ୍ତବ୍ୟ, ପଥେ ଅଛି,


ଭକତି, ସଦା ରଖିଛି


     ବୃଦ୍ଧ, କାଳ କାଟୁଛି !!


ପଦେ, ସ୍ଥାନ ଦିଅ ଭକ୍ତେ


     ଦୟ କରିବୁ ସତେ,


କରୁଣା,ତୋର ସାକ୍ଷାତେ


    ଦେଖୁ ଥିବି ଟି,ନେତେ


ରାମ ନାମ, ମୁକ୍ତି ପଥେ


     ମନ ହେ, ହର୍ଷ ଚିତେ,


ଧ୍ୟାନ, ବୈକୁଣ୍ଠ ପ୍ରାପ୍ତେ


      ସବୁ, ଅନନ୍ତ ହସ୍ତେ !!

      


Rate this content
Log in

Similar oriya poem from Inspirational