STORYMIRROR

Soubhagya Ranjan Acharya

Classics

2  

Soubhagya Ranjan Acharya

Classics

ବୋଉ

ବୋଉ

1 min
189


ବୋଉ ତୋ ମୁହଁକୁ        ଦେଖିଦେଲେ ଥରେ 

            ଅଶୁଭ ହୁଅଇ ଶୁଭ,

 ଏ ସାରା ଜଗତେ          ଆମ ବୋଉ ପରି 

            କହ ଆଉ କିଏ ହବ । 


ତୋର କଥା ମାନି           ବାଟ ଚାଲୁଥିଲେ 

            କଣ୍ଟାବି ହୁଅଇ ଫୁଲ, 

ତୋ ସ୍ନେହ ମମତା          ତୋ ଗେହ୍ଲା ଆଦର  

            କିଏ ବା କରିବ ମୂଲ । 



ଆଜି ଶୁଭ ଦିନେ          ଅଳି ମୋର ପ୍ରଭୁ 

            ତୁମ ଶ୍ରୀଚରଣ ତଳେ,

ଯୁଗେଯୁଗେ ମୁହିଁ          ଜନମୁ ଥିବି ମୋ

          ସ୍ନେହମୟୀ ବୋଉ କୋଳେ । 

        



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Soubhagya Ranjan Acharya

ବୋଉ

ବୋଉ

1 min ପଢ଼ନ୍ତୁ

ବର୍ଷା

ବର୍ଷା

1 min ପଢ଼ନ୍ତୁ

Similar oriya poem from Classics