STORYMIRROR

Manmath Kumar Das

Inspirational

3  

Manmath Kumar Das

Inspirational

ବିରହିଣୀ କୁମୁଦ

ବିରହିଣୀ କୁମୁଦ

1 min
198

ନୀଳ କଇଁ ଦେଖ ଉଦାସେ

ଚାହିଁ ଅଛି ଆକାଶେ।

ନିଶାକର ବିନା ଜୀବନ

ବିତୁ ଅଛି ହତାଶେ।।

କୋମଳ ବାଣୀରେ ସାନ୍ତ୍ଵନା

ଦେଲେ ଜଳ କୁମାରୀ।

ବିରହ ବେଦନା ଅଟଇ 

ଜାଣ ସବୁଠୁ ଭାରୀ।।

ଭାଙ୍ଗି ନ ପଡି ଧୈର୍ଯ୍ୟ ଧର

ଏ ଦିନ ଯିବ ବିତି।

ସାଙ୍ଗେ ଧରି ନିଶାକରକୁ

ନିଶ୍ଚେ ଆସିବ ରାତି।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational