STORYMIRROR

Ranjit pal

Abstract

2  

Ranjit pal

Abstract

ବିଦାୟୀ ବର୍ଷର ଗୀତ

ବିଦାୟୀ ବର୍ଷର ଗୀତ

1 min
267

ନିଜର ଲୋକ ବି ପର ହେଇଯାଏ 

ନଜରରୁ ହେଲେ ଦୂର, 

ତେଣୁ ସେ ନଜର ଚିହ୍ନିପାରେ ନାହିଁ 

କିଏ ନିଜ କିଏ ପର


ଭଲପାଇବାକୁ ତାକୁ ଏବେ ଦେଖ  

ମିଳିତ ଗଲେଣି ହଜାରେ 

ସେଇଥି ପାଇଁକି ଭଲପାଇବାର 

ଭାଉ ଖସିଲାଣି ବଜାରେ


ଭଲପାଇ ତମେ ଭୁଲିଗଲ ଯଦି 

ମୁଁ ବି ପାରିବି ଭୁଲି 

ଶୁଖିଲାରେ କିଆଁ ଦୁନିଆଁ କହିବ 

ମତେ ଅପରାଧୀ ବୋଲି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract