STORYMIRROR

Sanghamitra Nayak

Abstract

3  

Sanghamitra Nayak

Abstract

ବିଦାୟ ରବି

ବିଦାୟ ରବି

1 min
200


ଦେଖ ରବି ଗଲେଣି ନୀଡ଼ କୁ 

ଚଳଚଞ୍ଚଳ ସହର ରୂପ ନେଲାଣି ଶିଥିଳ କୁ


ଗମନ କଲେଣି ରବି 

ଆଗମନ କଲେଣି ଚନ୍ଦ୍ର ତାରକା ll



ପ୍ରାକୃତିକ ଆଲୁଅ ରୁ 

ଧରଣୀ ମଣ୍ଡିତ ହେଲାଣି କୃତିମ ଆଭା ରେ



ସାତ ରଙ୍ଗ ର ଅଳଙ୍କାର ଖୋଲି 

ଧଳା ରଙ୍ଗ ରେ ସଜ୍ଜିତ ହେବ ଧରଣୀ ll



ପରିଶ୍ରମୀ କ୍ଳାନ୍ତ ସନ୍ତାନ କୁ 

କୋଳ ରେ ଧରି କରିବା ଗେହ୍ଲ



ମଧୁର ପବନ ସ୍ପର୍ଶ ରେ

ହରି ନ ବ କ୍ଲାନ୍ତ ଶରୀର ଅବସାଦ 

ଭରି ଦବ ନୂତନତ୍ବ ର ପୁଲକ ll



ପଶ୍ଚିମ ଆକାଶେ ଖିଲି ଖିଲି

ହୋଇ ବିଦାୟ ନିଏ ରବି 

ମଧୁର ପରଶ ବିଛାଇ ଶଶି

ଆସେ ହସି ହସି ll




Rate this content
Log in

Similar oriya poem from Abstract