STORYMIRROR

Dr.Prativa manna

Tragedy

2  

Dr.Prativa manna

Tragedy

ବିଛେଦ

ବିଛେଦ

1 min
396

ମନ କଥା ଯଦି ବୁଝିଥାନ୍ତ

ଏତେ ବର୍ଷର ସମ୍ପର୍କ ଭଂଗିନଥାନ୍ତା


ସବୁ ମାନଭିମାନ କୁ

ପଢିବାକୁ ଚେଷ୍ଟା କରିଥାନ୍ତ


କେତେବେଳେ ହୋଇଗଲା

ବିଛେଦ ର ପାଚେରୀ


ସମ୍ପର୍କରେ ହୋଇଗଲା ଫାଟ

ପଡିଲାଣି ଜଣା


ଇଛା ଥାଇ ବି

ପାରିଲେନି ଫେରି


ସମ୍ପର୍କ ହୋଇଗଲା ଇତି

ମନେ ପଡିଯାଏ ଆଜି ବି


ବିତିଥିବା ଅଭୁଲା ସ୍ମୃତି

ଭୁଲି ବି ଭୁଲି ହୁଏନି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Tragedy