STORYMIRROR

SILURANJAN SAMAL

Inspirational

3  

SILURANJAN SAMAL

Inspirational

ଭୋକ

ଭୋକ

1 min
126

ଭୋକ ସତରେ କେଡେ ଅସହ୍ୟ  

କିଛି ସେ ବୁଝେନି ।

 ସତରେ ଯେମିତି ସେ ଭାରି ଅବୁଝା 

 ନା ସେ ପାତ୍ର ଦେଖେ ନା ସେ କାଳ 

 ଯୋଉଟି ଯାହା ବି ମିଳୁ ତାକୁ ଗିଳି ଦେଲେ

 ପେଟର ଜ୍ଵାଳା ଟିକେ କମିଯିବ । 

 ଭୋକ ଦେଖେନି ଆବର୍ଜନା ପାତ୍ର

 ଭୋକ ଦେଖେନି ଲାଜ ।

  ଭୋକ ସତରେ ବଡ଼ ଅସହ୍ୟ  

ସତରେ ବଡ଼ ଅସହ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational