STORYMIRROR

SILURANJAN SAMAL

Abstract Tragedy Inspirational

4  

SILURANJAN SAMAL

Abstract Tragedy Inspirational

ଅଦେଖା ପ୍ରେମିକା

ଅଦେଖା ପ୍ରେମିକା

1 min
319

ତୁମେ ତ ଅଦିନ ଅମାବାସ୍ୟାର ଜହ୍ନ ,

ଯାହାର କି ଜ୍ୟୋତ୍ସ୍ନା ନାହିଁ କି ତାତି ।


ଅଫୁଟା ବାସ୍ନାହିନ ତୁମେ ସେଇ କାସତଣ୍ଡି ଫୁଲ,

ରଙ୍ଗ ପୁଣି ଧୂସର ଆଉ କଦର୍ଯ୍ୟ ।


ସ୍ୱୋର ହୀନ ତୁମେ ସେଇ ସଙ୍ଗୀତ ,

ଅବିକଳ କର୍କଶ ଆଉ ବିକଟାଳ ।


ରଙ୍ଗବିହୀନ ତୁମେ ସେଇ ହାତ ଅଙ୍କା ଛବି ,

ଦୈର୍ଘ୍ୟ ପରିସୀମା ର କଳ୍ପନା ବାହାରେ ।


ତଥାପି ତୁମେ ମୋ ଅଦେଖା ଅସରନ୍ତି ସ୍ୱୋପ୍ନ ର ନାୟିକା,

ପରିକଳ୍ପନା ବିହୀନ ଛବି ପ୍ରତିବିମ୍ବ ଏମିତି ଅନେକ।


ତଥାପି ତୁମେ ମୋ ଅଦେଖା ପ୍ରେମିକା 


Rate this content
Log in

Similar oriya poem from Abstract