STORYMIRROR

Srikant Muni

Romance

4  

Srikant Muni

Romance

ଭାବନା ରେ ତୁ

ଭାବନା ରେ ତୁ

1 min
13

ଦେହରେ ତୋର ଚୁମ୍ବକ ଲାଗିଛି 

ସେଥିରେ ମୁଁ ଯାଏ ଟାଣି 

ଏତେ ରୂପ ତୋର କୋଉଠୁ ପାଇଛୁ

ଆଲୋ ମୋ ମନ ଚୋରଣି 


କଁଅଳ ଦେହରେ ପିରତି ପ୍ରେମର

ଲାଗେ ପୂରା ଗୁଆଘିଅ 

ପ୍ରେମ କରିବାକୁ ପାଇଛି ସୁନ୍ଦରୀ

ତତେଲ ତୁ ଗୋଟେ ସୁନା ଝିଅ 


ରୂପରେ ରଂଗ ରେ ଇନ୍ଦ୍ରଧନୁ ତୁ

ପ୍ରେମ ରେ ତାଜମହଲ 

ନାଲି ରଙ୍ଗର ତୁ ପିନ୍ଧିଲେ 

ଲାଗୁଛୁ ତୁ ଝଲମଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance