STORYMIRROR

Himansu Achary

Inspirational Others

2  

Himansu Achary

Inspirational Others

ବାପା

ବାପା

1 min
14.3K


କ୍ଳାନ୍ତ ବରଗଛ ପରି

ଓହଳେଇ ଦେଇଛ

ଅବଶିଷ୍ଟ ଦୁଃଖର ବୁନିଆଦ !

ପ୍ରଶସ୍ତ ଛାତିରେ

କାଠହଣା ପକ୍ଷୀର

ଠକ୍ ଠକ୍ ଆବାଜ୍ ବି

ତୁମ ପାଇଁ ରକ୍ତ ସ୍ଫୁରଣର

ଏକ ନିରବ ସଂଗୀତ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Himansu Achary

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Inspirational