STORYMIRROR

Sudhashree Bhattamisra

Abstract

4  

Sudhashree Bhattamisra

Abstract

ଅସ୍ତିତ୍ୱ

ଅସ୍ତିତ୍ୱ

1 min
298

ସମ୍ପର୍କ ନୁହେଁ ବାଲିଘର

ସମ୍ପର୍କ ନୁହେଁ ଉଜୁଡା ସ୍ବପ୍ନ

ସମ୍ପର୍କ ନୁହେଁ ଭଙ୍ଗା ଆଇନା

ଅସ୍ତିତ୍ୱ ର ବାଲିଘର ଲାଗେ

ଯେବେ ସମ୍ପର୍କରେ ଆତ୍ମୀୟତା ନଥାଏ,

ବାସ୍ତବତା ନ ଥାଏ

ଥାଏ ଖାଲି ଛଳନା, ପ୍ରତାରଣା

ନିନ୍ଦା ଅପମାନ ଅପବାଦ,

ଜୀଵନ ଯଦି ମୋର,

ଅସ୍ତିତ୍ବ ମୋର ବାଲି ଘର

ଯେବେ ବନେ, ଭାଙ୍ଗେ ଗଢେ, ଭୁଶୁଡ଼େ

କିନ୍ତୁ ସଂଜ୍ଞା ଏବେ ଖୋଜିବା ଦୁଃସାଧ୍ୟ,

ଦୁରୂହ ଯାହା ବି କହି ପାର ।।


Rate this content
Log in

Similar oriya poem from Abstract