STORYMIRROR

Manash ranjan Pattanayak

Romance Tragedy

3  

Manash ranjan Pattanayak

Romance Tragedy

ଅସହାୟ

ଅସହାୟ

1 min
411


ଭଗ୍ନ କୋଣାର୍କ ଶିଳାରେ ଲେଖିବି ତାହରି ନାମକୁ ଆଜି


ପ୍ରେମିକାକୁ ମୋର ନପାଇଲା ଯାଏଁ ସେଇଠି ହୋଇବି ଗର୍ଜି


ଶୁଣିବେ ମୋ କଥା ବାରଶହ ବଢେଇ ଧରମା କରିବ ନ୍ୟାୟ


ଭଲ ପାଉଥିଲି ମତେ ସେ ଭୁଲିଲା କରିଗଲା ଅସହାୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance