STORYMIRROR

Kumuda Sahu

Tragedy

3  

Kumuda Sahu

Tragedy

ଅପାସୋରା ବେଦନା

ଅପାସୋରା ବେଦନା

1 min
193

ସ୍ମୃତି !

ତୁ ଏ ରାତିର ନିରବତା ଓ ସ୍ୱପ୍ନର

ଗହନତା ଭିତରେ ଉଙ୍କି ମାରୁଥିବା

ସଳଖ ରେଖାଟିଏ

ପୁଣି ଅଭିଶପ୍ତ ଅତୀତର

ଅଲିଭା ପ୍ରୁଷ୍ଠାଟିଏ 

ତା ଆଉ ମୋ ଭିତରେ ଥିବା

ଚୁପ୍ ଚାପ୍ ସଂପର୍କର 

ଅକୁହା ବେଦନାଟିଏ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy