STORYMIRROR

Ghanashyam Mahanta

Abstract

2  

Ghanashyam Mahanta

Abstract

ଅନାମିକା ନାୟିକା

ଅନାମିକା ନାୟିକା

1 min
174

ପଳାଶ ବନରେ ନିଆଁଜାଳି

ପାଦଥାପି ଫୁଲର ପାଖୁଡାରେ

କିଏ ତୁମେ ଉଦ୍ ଭ୍ରାନ୍ତ ନାୟିକା

ପକ୍ଷୀର କୂଜନ ନେଇ

ଆସିଛଯେ ଧରିତ୍ରୀର ବୁକୁରେ

ଛୁଟିଯାଉଛି ଅତରର ବାସ୍ନା

ତୁମ ପ୍ରେମରେ ମତୁଆଲାକରି

କୀଟଠୁଁ ମଣିଷ

ସବୁରି ତନ୍ତ୍ରୀରେ ବୁହାଉଛ

ପ୍ରେମର ଫୁଆରା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Ghanashyam Mahanta

ଦେଶ

ଦେଶ

1 min ପଢ଼ନ୍ତୁ

ଝିଅ

ଝିଅ

1 min ପଢ଼ନ୍ତୁ

ମା'

ମା'

1 min ପଢ଼ନ୍ତୁ

Similar oriya poem from Abstract