Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Abstract

3  

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Abstract

ଅଦିନିଆ ବର୍ଷା

ଅଦିନିଆ ବର୍ଷା

1 min
11.6K



ଖୋଜ ଖବର ନଥାଇ 

ରୋଷଣୀ ନ କରି

ନ ଦେଇ ଚିଟାଉ ଖଣ୍ଡିକ 

ବିନା ସ୍ଵାଗତରେ 

ହାଟଥ ହୁଏ ଆଗମନ

ଧାରାର ପୃଷ୍ଟରେ      |


ସବୁଜ ସବୁଜିମାରେ

ଭରା ଧାନ ବିଲ

ସବୁକୁ ନଚେଇ ନଚେଇ 

ଭିଜେଇ ଭିଜେଇ 

ସୁପ୍ତ କରେ ମତୁଆଲା କରି   |


ଭାଙ୍ଗି ଦେଇ ଚଷା ଭାଇ ଅଣ୍ଟା

ଆଣିଦିଏ ଆଶା ହତାଶାର

ଶୋକ ସନ୍ତାପିତ ଦୁଃଖ ବେଦନାର

ଦୁଃଖ ତାର କାହାକୁ କହିବ

କେମିତି ସୁଝିବ ଚାଷ ଋଣ

କେମିତି ଦେବ ସେ ଦାନ

କରିବ ଭରଣ ପୋଷଣ    |


ସହାୟତା ବିନା ଅସମ୍ଭବ 

ଅଣ୍ଟା ସଳଖି ବାକୁ 

ଦୁଃଖ ଦେଇ ଚାଲିଗଲା

ନିମିସେକେ ..... ଆବିର୍ଭାବ 

ନିମିସେକେ .... ଅନ୍ତର୍ଧ୍ୟାନ ।


           


Rate this content
Log in

More oriya poem from ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Similar oriya poem from Abstract