Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Tragedy

4.0  

ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Tragedy

ବୈରାଗ

ବୈରାଗ

1 min
626



ଦିନ ଆସେ ଦିନ ଯାଏ

ରାତି ଆସେ ରାତି ଯାଏ

କଥା ପୁଣି ରହିଯାଏ       |


ଆଶା ନିରାଶାରେ ଯାଏ

ଭଲ ପୁଣି ଭେଲ ହୁଏ

ଚିନ୍ତା ଦକ ବଢିଯାଏ

କରଜରେ ବୁଡି ଯାଏ       | 


ଚୁପ ଚାପ ରହେ

କଥା ଟିକେ କମ କହେ 

ବେଳେ ବେଳେ ହସୁ ଥାଏ 

ବେଳେ ବେଳେ ରାଗି ଯାଏ

ନୁହେଁ ସେ ଗାଳ୍ପିକ ଅବା

ନୁହେଁ ସେ ଭାବୁକ

ସେ ଅଟେ ଏକ ବୈରାଗର ରୂପ |




Rate this content
Log in

More oriya poem from ସିମଏ ସୂର୍ଯ୍ୟ ନାରାୟଣ ମିଶ୍ର

Similar oriya poem from Tragedy