Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramila Mohanty

Inspirational

3  

Pramila Mohanty

Inspirational

ଅଡୁଆ ସୂତା

ଅଡୁଆ ସୂତା

1 min
29


ଅଡୁଆ ସୂତା

ଭୂତ କୁ ଅଡ଼ୁଆ ସୂତା

ଏହା ଲୋକ କଥା

ପ୍ରଚଳିତ  ସତ୍ୟ 

ଜୀବନ ଟା ଏକ ଅଡ଼ୁଆ

ସୃତାରେ ବନ୍ଧା ବୁଢ଼ୀ ଆଣି

ଜାଲରେ ଛନ୍ଦା ସୂତ୍ର

ସୂତ୍ର ର ଗଣ୍ଠି ଯାଏ ଛନ୍ଦି ଛନ୍ଦି

     ହୋଇ

ଖୋଲା ହୁଏ ଜାଣି ଥିଲେ

      ଉପାୟ 

ଜୀବନ ଟା ତ ଜଞ୍ଜାଳ ମୟ

ଆସେ କେତେ ଝଡ଼ ଝଞା

ମଣିଷ ହିଁ ତାକୂ 

    କରିଥାଏ ସରଳ

ଧରି ଧୈଯ୍ଯ ଶକ୍ତି ସଂଯମ

ସମସ୍ୟା ର କରି ସମାଧାନ

ଆଗକୁ ବଢାଏ ପାଦ

ଜୀବନରେ ଘଟିଯାଏ

ଅନେକ ଘଟଣା

ସହି ବାକୁ ହୃଏ 

    ମୁଣ୍ଡ ପାତି

ଘଟଣା ଗୁଡିକ ଅଡୁଆ

 ସୂତା ର ଗଣ୍ଠି ପରି

ବଞି ହେବା ହୁଏ

 ଏଡାଇ ସବୁ ଜାଲ

ବିଧାତାଙ୍କ ନାମ ସ୍ମରି


Rate this content
Log in