ଅଡୁଆ ସୂତା
ଅଡୁଆ ସୂତା
ଅଡୁଆ ସୂତା
ଭୂତ କୁ ଅଡ଼ୁଆ ସୂତା
ଏହା ଲୋକ କଥା
ପ୍ରଚଳିତ ସତ୍ୟ
ଜୀବନ ଟା ଏକ ଅଡ଼ୁଆ
ସୃତାରେ ବନ୍ଧା ବୁଢ଼ୀ ଆଣି
ଜାଲରେ ଛନ୍ଦା ସୂତ୍ର
ସୂତ୍ର ର ଗଣ୍ଠି ଯାଏ ଛନ୍ଦି ଛନ୍ଦି
ହୋଇ
ଖୋଲା ହୁଏ ଜାଣି ଥିଲେ
ଉପାୟ
ଜୀବନ ଟା ତ ଜଞ୍ଜାଳ ମୟ
ଆସେ କେତେ ଝଡ଼ ଝଞା
ମଣିଷ ହିଁ ତାକୂ
କରିଥାଏ ସରଳ
ଧରି ଧୈଯ୍ଯ ଶକ୍ତି ସଂଯମ
ସମସ୍ୟା ର କରି ସମାଧାନ
ଆଗକୁ ବଢାଏ ପାଦ
ଜୀବନରେ ଘଟିଯାଏ
ଅନେକ ଘଟଣା
ସହି ବାକୁ ହୃଏ
ମୁଣ୍ଡ ପାତି
ଘଟଣା ଗୁଡିକ ଅଡୁଆ
ସୂତା ର ଗଣ୍ଠି ପରି
ବଞି ହେବା ହୁଏ
ଏଡାଇ ସବୁ ଜାଲ
ବିଧାତାଙ୍କ ନାମ ସ୍ମରି