STORYMIRROR

Gangotri Priyadarshini

Abstract Others

2  

Gangotri Priyadarshini

Abstract Others

ଅବ୍ୟକ୍ତ ଅନୁଭୂତି

ଅବ୍ୟକ୍ତ ଅନୁଭୂତି

1 min
117


ଅନୁନୟ ହୋଇ ଆଜି ମୁଁ କହେ,

ଅନୁକମ୍ପା ତୁମ ଅଲୋଡା ନୁହେଁ ।।

ଅତିଶୟ ଦୁଃଖ ଅମାପ ଲୁହ

ଅନୁରାଗେ କିବା ଅତୀତ ମୋହ ।।

ଆଗୋ ଅନୁପମା ଅନ୍ତରେ ଅନଳ

ଅନ୍ତର୍ଦାହ ମୋର ଅଶାନ୍ତ ଗରଳ ।।

ଆନମନା କାହିଁ କର ଗୋ ଆଉ

ଆସକ୍ତି ରେ ଝରେ ଅବ୍ୟକ୍ତ ଲହୁ ।।

ଅବୁଝା ମନ ମାେ ଅଜଣା ଦେଶେ

ଅମାନିଆ ଆଖି ଅଶ୍ରୁ ବରଷେ ।।

ଆଗୋ ଅଦିତ୍ୱୀୟା ଅପୂର୍ବ ରସେ

ଅନିନ୍ଦ୍ୟ ସୁନ୍ଦରୀ ଅପସରି ବେଶେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract