ଅଭୁଲା ଦେଖା
ଅଭୁଲା ଦେଖା


ଯେବେ ତୁମ ସହ ଦେଖା ହେଲା
ପାଦ ମୋର ରହିଗଲା
ସୂର୍ଯ୍ୟ ର ସେହି କିରଣ ମୋତେ ଡାକିଲା
ଯେବେ ତୁମ ସହ ଦେଖା ହେଲା
ବର୍ଷା ର ସେହି ଜଳ ବୁନ୍ଦା ସବୁ
ଝଳକୁ ଥିଲା ଯଥା ମୋତି
ତା ସହ ତୁମ ର ସେହି ମୃଦ ହସ
ନେଇ ଗଲା ମୋ ମନ କିଣି
ଯେବେ ତୁମ ସହ ଦେଖା ହେଲା
କାନରେ ବାଜୁଥିଲା ହୃଦୟର ସ୍ପନ୍ଦନ
ମନ ମୋର ବିଚଳିତ
କେଳି ଗଲା ଶରୀରରେ ଏକ ସିହର
ଯେବେ ତୁମ ସହ ଦେଖା ହେଲା
ସେହି ଥିଲା ପ୍ରଥମ ଦେଖା
ତା ପରେ ହଜିଗଲା ତୁମର ସେହି ଚେହେରା
ଯେବେ ତୁମ ସହ ଦେଖା ହେଲା
ରହଗଲା ମନ ର ମୋରୋ
ତୁମର ସେହି ଛବି
ଜାଣ ନାହିଁ ପୁଣି କେବେ ଦେଖା ହେବ ତୁମ ସହ
ପୁଣି କେବେ
କିନ୍ତୁ ମନ ମୋରୋ ଖୋଜୁଥାଏ ସେହି ତୁମର ଚେହେ ର
ଯେବେ ତୁମ ସହ ଦେଖା ହେଲା ।