STORYMIRROR

Jagabandhu Sahu

Romance

3  

Jagabandhu Sahu

Romance

ଆସିଛି ପହିଲି ରଜ

ଆସିଛି ପହିଲି ରଜ

1 min
402

ହୃଦୟ ତରୁରେ ପ୍ରେମର ଦୋଳିଟେ

    ବାନ୍ଧିଛି ଗୋ ପ୍ରିୟା ଆଜି

ଖେଳୁଥିବ ସଦା ମୋ ହୃଦ ତରୁରେ

    ପ୍ରାଣ ପ୍ରିୟା ମୋର ସାଜି


ନାନା ପୁଷ୍ପ ଆଣି ସଜେଇ ତୁମକୁ

    କରି ମୋ ହୃଦୟ ରାଣୀ

ଦୁହେଁ ଝୁଲୁଥିବା ସେ ପ୍ରେମ ଦୋଳିରେ

    ଲେଖିବା ପ୍ରେମ କାହାଣୀ


ପ୍ରେମ କାହାଣୀର ତୁମେ ରାଣୀ ମୋର

     ମୁଁ ହେବି ତୁମର ରଜା

ପହିଲି ରଜର ପହିଲି ଛୁଆଁରେ

    ଖାଇବ ପ୍ରେମର ମଜା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance