ଆନ୍ତଃ ଜାତୀୟ ମହିଳା ଦିବସ ଉପଲକ୍ଷେ
ଆନ୍ତଃ ଜାତୀୟ ମହିଳା ଦିବସ ଉପଲକ୍ଷେ
ସେ ନାରୀଟିଏ ନାରାୟଣୀ ହୁଏ
ଜନନୀ, ଭଗିନୀ,ଜା଼ୟା
ସବୁଠାରେ ଅନ୍ତରଙ୍ଗ
ଦରଦି ଆତ୍ମା ଟିଏ
ଆପଣା ପଣର ମୁଳ ଆଧାର
କେତେ ଭରସାରେ ମୂର୍ତ୍ତୀମନ୍ତ
ନିରଵ ଛିନ୍ନ ପ୍ରତିଭା ଟିଏ
ଜଞ୍ଜାଳ ଯନ୍ତ୍ରଣାରେ ଜର୍ଜରିତ
ଅଃନ୍ତ ପ୍ରଵାହ ଫଲ୍ଗୁ ଧାରାର
ସ୍ଵାଭିମାନ୍ ସମୃଦ୍ଧ ସ୍ଵଚ୍ଛମୟୀ
ସ୍ନେହମୟୀ ପାବନୀର
ଚୀର ଶ୍ରୋତା ଟିଏ
ସେ, ନାରୀଟିଏ ନାରାୟଣୀ ହୁଏ l
ଦୁଃଖରେ ଜର୍ଜରିତ
ଖର ଶ୍ରୋତାରେ, ସୁଖରେ
ପରିବାହିକା ତରୀଟିଏ
ଆତ୍ମ ପ୍ରତ୍ଯୟର
ସ୍ନେହ ସରାଗ ମୟର
ରଙ୍ଗୀନ୍ ରୂପରେ ନିୟନ୍ତ୍ରଣ
ନିରନ୍ତର ନିରବଚ୍ଛିନ୍ନ କର୍ମୀଟିଏ
କିଛି ଅଭୁଲା ଅଃନ୍ତରଙ୍ଗର
ଦାୟିତ୍ଵଵାନ୍'ର ଛାପଟିଏ
ଦୁଃଖ ସୁଖ କୁ ଐକିକାର ପ୍ରୟାସ ର
ଧୈର୍ଯ୍ୟର ପ୍ରତିକ ଟିଏ
ସେ, ନାରୀଟିଏ ନାରାୟଣୀ ହୁଏ l
ନାରୀ ହିଁ ବୀରତ
୍ଵର ସାରସ୍ଵତ ର
ସ°ଜ୍ଞାଟିଏ
ପୁରୁଷ ସଫଳତାର ପଛରେ
ତପସ୍ୟାର ସାଧିକାଟିଏ
ମାନବ ବିକାଶର ସାମ୍ରାଜ୍ଞୀର
ମହା ଦାୟିତ୍ଵର ସତ୍ତାଟିଏ
ନାରୀ ସର୍ବ°ସହା ସୁହୃଦ ସୈ।ଭାଗ୍ଯ
ଆତ୍ମ ପ୍ରତ୍ଯୟର ଧାବିକାଟିଏ
କିଶୋରୀ ଚପଳତାର ଅଵୋଧ
ଝିଅଟିର ରୂପଟିଏ ।
ସିଏ, ନାରୀଟିଏ ନାରାୟଣୀ ହୁଏ l
ଶୈଶଵ କିଶୋରୀ ବାର୍ଦ୍ଧକ୍ୟ
ଭରସା ପ୍ରତ୍ୟକ୍ଷଦର୍ଶୀ ଟିଏ
ଅର୍ଦ୍ଧନାରୀଶ୍ଵର ଅର୍ଦ୍ଧାଙ୍ଗିନୀ ପ୍ରତିଷ୍ଠା
ପ୍ରଣିଧାନ ଚେତନାର ଦିବ୍ୟ ସତ୍ତା
ମୁଦ୍ରାର ଦୁଇ ପାର୍ଶ୍ଵର
ମହା ସେତୁ ଵନ୍ଧଟିଏ
ଉଣେଶତ ପଞ୍ଚସ୍ତରୀ ଆଠ ତାରିଖରେ
ବିଶ୍ଵ ନେତୁବୃନ୍ଦ ନିଧାର୍ଯ୍ୟ ର
ଚୈତ୍ତକୁ ବିଶ୍ଵ ନାରୀରେ ଉନ୍ମୋଚନର
ବିଶ୍ଵ ନାରୀ କଲ୍ୟାଣ ମୟୀର
ଆଜିର ଆର୍ନ୍ତଜାତୀୟ ମହିଳା
ଦିବସ ର ଦିନଟିଏ
ସିଏ ନାରୀ ଟିଏ ନାରାୟଣୀ ହୁଏ l