STORYMIRROR

ଵଳରାମ ତରାଈ

Inspirational

3  

ଵଳରାମ ତରାଈ

Inspirational

ଆମ ମତଦାନ ଆମ ଆଧିକାର

ଆମ ମତଦାନ ଆମ ଆଧିକାର

1 min
370


ଆସନ୍ତୁ ସମସ୍ତେ ମିଶି ଗଢ଼ି ବା ଏକ ସଶକ୍ତ କରଣ ସରକାର

ବିକାଶର ଧାରା ଲାଗି ଆମେ ଏକ ସୁଦୃଢ ଓ ବଳିଷ୍ଠ ସରକାର

ଆମକୁ ବିକାଶର ଧାରା ରେ ଦେସକୁ ଆଗେଇନେବ ସରକାର

ଆସନ୍ତୁ ସମସ୍ତେ ଭୋଟ ଦେବା ଓ ନିଜ ସାମ୍ବିଧାନିକ ଅଧିକାର

ସାବ୍ୟସ୍ତ ରିବା ନାଗରିକ ର ପରିଚୟ ଆମ ଅଧିକାର ।

ମନେ ରଖନ୍ତୁ ପ୍ରତ୍ୟେକ ଭୋଟ ଆମକୁ ମୂଲ୍ୟବାନ

ଏଣୁ ବୁଝି ବିଚାରି ଆମେ ଭୋଟ ଦେବା ଓ କୌଣସି ହିଂସା ଭେଦଭାବ ନରିଖି

ଆମ ରାଜ୍ୟରେ ବଢିଚାଲିଛି ନାରୀଙ୍କ ଉପରେ ଅତ୍ୟାଚାର 

ଏହାର କେବଳ ଏକମାତ୍ର ହେବ ପ୍ରତିକାର 

 ଯେବେ ହେବ ଆମେ ଆଣିବା ଏକ ଭଲ ସରକାର ।

ରାଜ୍ୟରେ ବଢିଛି ବେକାରୀ ବେରୋଜଗାର

ଚାକିରୀରେ ମଧ୍ୟ ଚାଲିଛି କଳାବଜାର ଆଉ ପିସିକାରବାର

ଯୁବସମାଜ ଯାଉଛି ଦାଦନଖଟିବାକୁ ଦରିଆପାର କୁଲି ବେପାର.

ନୁଆ ସରକାର ଆସିଲେ ଦେବ ଆମ ସୁଯୋଗ ଭରି

ହେବ ବିକଶିତ ଓଡିଶା,

ଦୁଃଖ ହେବ ପାରି ରାଜ୍ୟରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ,  

ସରକାର କରନ୍ତିସବୁ ଅପପ୍ରଚାର 

ଆୟୁଷ୍ମାନ ଭାରତ ଆସିଲେ ହେବ ରୋଗୀଙ୍କ ଉପଚାର 

ଏଥିପାଇଁ ଦରକାର ଭଲ ସରକାର

କେନ୍ଦ୍ର ଓ ରାଜ୍ୟରେ ଏକ ସରକାର ଅମର ଦରକାର ଆଛା ସରକାର.

ରାଜ୍ୟରେ ନାରୀଙ୍କ ସୁରକ୍ଷା ସରକାରୀ ପ୍ରଚାର ।

ପାପର ବିନାଶ କାଳେ ବିପରୀତ ବୁଦ୍ଧି ପଚାର

ହତାସିଆ ହେଲେ ଏମିତି କାଣ୍ଡ କରନ୍ତି ଲୋକେ ଜାନିଲେନି ଆମେ ଜବାବ ଦେବୁ ଏଥର ଅପେଖା କର.

ତାଙ୍କୁ ଜନତା ହିଁ ଠିକ୍ ଦଣ୍ଡ ଦେବେ ।

ଆଇନ ଶୃଙ୍ଖଳା ନେତାମନ୍ତ୍ରୀଙ୍କ ପାଦ ତଳର ଆମେ ବୁଝିବା ଦରକାର 

ଶାସନ ବ୍ୟବସ୍ଥା ହେଲାଣି ଛାରଖାର 

ଏଥର ସରକାର ବଦଳିବ ଦରକାର ଜବାବ ଦେବା ଦରକାର



Rate this content
Log in

Similar oriya poem from Inspirational