STORYMIRROR

ମୁଁ ନା ଆମେ

Children

3  

ମୁଁ ନା ଆମେ

Children

"ଆମ ଗାଁ"

"ଆମ ଗାଁ"

1 min
391

ଏଇଟି ଆମ ଗାଁ ଦିଶୁଚି ଆମ୍ବ ତୋଟା ଭିତରେ 

ଚାଳ ବାଡ଼ ଘୋଡ଼ି ହୋଇଛି ଝଙ୍କା ଡାଳ ପତରେ ।।


ପାହାନ୍ତାରେ ଶୁଭେ ଗାଁରେ କାଉ କୋଇଲି ଡାକ

ସଞ୍ଜ ହେଲେ ନିତି ଦେଉଳେ ବାଜେ କାହାଳୀ-ଶଙ୍ଖ ।।


ଗାଈ ଆଳ ଫୁଙ୍କି ବଇଁଶୀ ଆସେ ଗୋଠରୁ ଫେରି 

ଗାଈ ସଙ୍ଗେ ବାଛୁରୀ ।।


ବାଡ଼ି ବଗିଚାରେ ପାଚିଲା ଫଳ ଦୋହଲୁ ଥାଇ 

ଆମ ଗାଁ ଠାରୁ ସୁନ୍ଦର ସାରା ସଂସାରେ ନାହିଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children