STORYMIRROR

Trinatha Nayak

Children

3  

Trinatha Nayak

Children

ଆମ ବିଦ୍ୟାଳୟ

ଆମ ବିଦ୍ୟାଳୟ

1 min
397

ବିଦ୍ୟାଳୟ ଏହି ବିଦ୍ୟାଳୟ

ଏହି ଆମ ପ୍ରିୟ ଉଚ୍ଚ ବିଦ୍ୟାଳୟ

ଚିରକିଶୋର ପ୍ରାଣୀ ତାର ଶୋଭା ମୟ,

ବିଦ୍ୟାଳୟ ଏହି ବିଦ୍ୟାଳୟ।

ଷଷ୍ଠ ଶ୍ରେଣୀରୁ ଦଶମ ଯାଏଁ

ଏଠାରେ ଆମକୁ ଆମ ବାଟ ଦେଖାଏ,

ଦିଗ୍ ଦର୍ଶନ ଭାବେ ଏହା ତୁଳନୀୟ,

ବିଦ୍ୟାଳୟ ଏହି ବିଦ୍ୟାଳୟ।

ଏଠି ପଢିଲୁ ପାଠ ଗୁରୁ ଯାହା କହିଲେ,

ଏଠି ଖେଳିଲୁ ଖେଳ ସାଙ୍ଗସାଥି ମିଳେ,

ମନ ଉଲ୍ଲ।ସେ ଉଠେ ଆଜି ଏହି ହୃଦୟେ,

ବିଦ୍ୟାଳୟ ଏହି ବିଦ୍ୟାଳୟ,ବିଦ୍ୟାଳୟ ଏହି ବିଦ୍ୟାଳୟ


Rate this content
Log in

Similar oriya poem from Children