ଆମ ବିଦ୍ୟାଳୟ
ଆମ ବିଦ୍ୟାଳୟ
1 min
395
ବିଦ୍ୟାଳୟ ଏହି ବିଦ୍ୟାଳୟ
ଏହି ଆମ ପ୍ରିୟ ଉଚ୍ଚ ବିଦ୍ୟାଳୟ
ଚିର କିଶୋର ପ୍ରାଣୀ ତାର ଶୋଭା ମୟ,
ବିଦ୍ୟାଳୟ ଏହି ବିଦ୍ୟାଳୟ।
ଷଷ୍ଠ ଶ୍ରେଣୀରୁ ଦଶମ ଯାଏଁ
ଏଠାରେ ଆମକୁ ଆମ ବାଟ
ଦେଖାଏ,
ଦିଗ୍ ଦର୍ଶନ ଭାବେ ଏହା ତୁଳନୀୟ,
ବିଦ୍ୟାଳୟ ଏହି ବିଦ୍ୟାଳୟ।
ଏଠି ପଢିଲୁ ପାଠ ଗୁରୁ ଯାହା କହିଲେ
ମନ ଉଲ୍ଲାସେ ଉଠେ ଆଜି ଏହି ହୃଦୟେ
ବିଦ୍ୟାଳୟ ଏହି ବିଦ୍ୟାଳୟ,ବିଦ୍ୟାଳୟ ଏହି ବିଦ୍ୟାଳୟ।
