STORYMIRROR

Dr.Prativa manna

Abstract

2  

Dr.Prativa manna

Abstract

ଆଜି ବି ପାଏ ଭଲ

ଆଜି ବି ପାଏ ଭଲ

1 min
102

ମୋ ଟିକେ ହସରେ 

ସେ ସବୁ ଦୁଃଖ ଭୁଲିଯାଏ


ଆଉ ମୋ ଟିକେ

ଦୁଃଖରେ ସେ ଭାଙ୍ଗି ପଡିଯାଏ


ଆଉ ମୋ ଟିକେ ଲୁହରେ

ସେ ନିଜକୁ ଭିଜେଇ ଦିଏ


କାହିଁକିନା ସେ 

ଆଜି ବି ମୋତେ ଭଲ ପାଏ

ଲୁଚି ଲୁଚି ଚକଲେଟ ଦେଇ

ଦେଖାକରି ଯାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Dr.Prativa manna

Similar oriya poem from Abstract