STORYMIRROR

ଜ୍ଞାନରଞ୍ଜନ ସାହୁ

Abstract Classics

2  

ଜ୍ଞାନରଞ୍ଜନ ସାହୁ

Abstract Classics

ଆହେ ଗଜାନନ

ଆହେ ଗଜାନନ

1 min
125

ଆହେ ଗଜାନନ ପାର୍ବତୀ ନନ୍ଦନ

              କରୁଅଛି ମୁଁ ବିନତି 

ତବ କରୁପା ଢାଳ ହେ ଈଶ୍ବର 

         ଏ ମହିକୁ ତୁମେ ରକ୍ଷା କର 

 ହାତୀର ମୁଣ୍ଡକୁ ବହନ କରିଛ 

          ତ୍ରିନେତ୍ର ତୁମେ ପ୍ରକାଶିଛ 

ଦିଅ ବିଦ୍ୟା ବୁଦ୍ଧି ଦିଅ ଜ୍ଞାନ 

          କେହି ନରହିବେ ଅଜ୍ଞାନ 

ଏତିକି ଆଶିଷ ଢାଳିଦିଅ ପ୍ରଭୁ 

           ମେଣ୍ଟିଯାଉ ଦୁଃଖ ସବୁ 


           


Rate this content
Log in

More oriya poem from ଜ୍ଞାନରଞ୍ଜନ ସାହୁ

Similar oriya poem from Abstract