Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଜେଜେ-ନାତି

ଜେଜେ-ନାତି

1 min
6.7K


ରମାକାନ୍ତ ବେହେରା

ଜେଜେ ଯାଉଛନ୍ତି ନଇ ବନ୍ଧରେ ,

ନାଲିଆ ଗାମୁଛା ଅଛି କାନ୍ଧରେ ।

ଗାମୁଛା ଉପରେ ବସିଚି ନାତି ,

ଜେଜେ ଚାଲିଛନ୍ତି ଫୁଲାଇ ଛାତି ।

ମନ ତଳେ ତାଙ୍କ ଅସରା ଖୁସି ,

ନାତି ପରା ତାଙ୍କ ସରଗ ଶଶୀ ।

ଜୀବନ ଯାକର ଦୁଃଖ , ଯାତନା ,

ନାତି ମୁହଁ ପାଶେ ସେ ସବୁ ଚୁନା ।

କହନ୍ତି ବାବୁରେ ତୁ ମୋର ସବୁ ,

କୋଟି ପରମାୟୁ ଦିଅନ୍ତୁ ବିଭୁ ।

ମାଆ ସରସ୍ୱତୀ , ବାବା ଗଣେଶ ,

କରୁଥାନ୍ତୁ ପାଠ ରାଜ୍ୟେ ନରେଶ ,

ତତେ ନଦେଖିଲେ ମୁଁ ପରା ଅନ୍ଧ ,

ଧନରେ ତୁ ମୋର କଳା ଗୋବିନ୍ଦ ।


Rate this content
Log in

Similar oriya poem from Classics