Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KUMUDA CHANDRA DALEI

Inspirational

3  

KUMUDA CHANDRA DALEI

Inspirational

ଗୁରୁ

ଗୁରୁ

1 min
7.4K


ଗୁରୁଙ୍କୁ ନମଣିବା ନର

ଗୁରୁ ଅଟନ୍ତି ସାକ୍ଷାତ୍ ଇଶ୍ଵର

ଗୁରୁ ଅଟେ ଭାରି ଗୁରୁ ଅଟେ ଘନ

ଗୁରୁଟି ପରମ ବ୍ରହ୍ମ୍

ଗୁରୁଚର୍ଯ୍ୟା କଲେ ଗୁରୁ ପୂଜା କଲେ

ନ ହୋଇବ ପୁନର୍ଜନ୍ମ l..1

ଗୁରୁ ପତ୍ନୀ ଆମ ଚିର ନମସ୍ୟ

ଗୁରୁ ବିତ୍ତ ପ୍ରତି ନକର ଆଶ

ଗୁରୁ ଆମ ମାତା ଗୁରୁ ଆମ ପିତା

ଗୁରୁ ହିଁ ପରମ ପୂତ

ଗୁରୁବାର ଓଷା ଗୁରୁତ୍ଵ ପାଳିଲେ

ବଢ଼ାଇ ଆମର ବିତ୍ତ.. 2

ଗୁରୁପାକ ସଦା ହୁଏ ଅହିତ

ଗୁରୁ ନିନ୍ଦା କଲେ ହୋଇବ ଚ୍ୟୁ

ଗୁରୁ ବଦ୍ଧ ଯମ ଯନ୍ତ୍ରଣା ଅବଶ

ଗୁରୁଜୀ ସଭିଙ୍କ ପ୍ରିୟ

ଗୁରୁ ଜନେ ସଦା ଗୁରୁଭକ୍ତି କଲେ

ହୋଇବ ପାପର କ୍ଷୟ.... 3

ଗୁରୁତ୍ଵର ସହ କରିଲେ କାର୍ଯ୍ୟ

ଗୁଣୁ ଶକ୍ତି ତାକୁ ହୋଇବ ଧାର୍ଯ୍ୟ

ଗୁରୁ ଉପଦେଶ ପାଳୁଥିବା ନିତି

ଗୁରୁ ଉପାସନା କରି

ଗୁରୁ ଚଣ୍ଡାଳର ଦୋଷ କଟି ଯିବ

ଗୁରୁତ୍ୱରେ ଦେଲେ ପଢି... 4

ଗୁରୁ ଚାପ ହେଲେ ବଢାଇ ବାୟୁ

ଗୁରୁ ଶଙ୍କା ଯଦି ଅଖାଦ୍ୟ ଖାଉ

ଗୁରୁଭ ଭିତରେ ଶସ୍ୟ ସାଇତି ଲେ

ରହିଥାଏ ବହୁ ଦିନ

ଗୁରୁଭ ନକ୍ଷତ୍ରରେ ଶିଶୁ

ବଢ଼ାଇ ଦିଅଇ ମାନ.... 5


Rate this content
Log in

Similar oriya poem from Inspirational