ଜଟାଧାରୀ
ଜଟାଧାରୀ
ନିଜ ପାଇଁ ଶୁଭ କରେ ଯିଏ ତେଜ୍ୟ
ଅଶୁଭ ନିଏ ଆଦରି
ଅଳପରେ ଖୁସି ଦେଇପାରେ ଯାଚି
ନୁହେଁ କି ସେ ଜଟାଧାରୀ?
ଜଳ ଟିକେ ନେଇ ପାରେ ଯିଏ ଦେଇ
ମୁକତି ପଥ ସନ୍ଧାନ
ନିଜେ କୁହ ଭାଇ ଜାଣିଛ କି କେହି
ଶଙ୍କରଠୁ ଅଛି ଭିନ୍ନ? ? ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)
ନିଜ ପାଇଁ ଶୁଭ କରେ ଯିଏ ତେଜ୍ୟ
ଅଶୁଭ ନିଏ ଆଦରି
ଅଳପରେ ଖୁସି ଦେଇପାରେ ଯାଚି
ନୁହେଁ କି ସେ ଜଟାଧାରୀ?
ଜଳ ଟିକେ ନେଇ ପାରେ ଯିଏ ଦେଇ
ମୁକତି ପଥ ସନ୍ଧାନ
ନିଜେ କୁହ ଭାଇ ଜାଣିଛ କି କେହି
ଶଙ୍କରଠୁ ଅଛି ଭିନ୍ନ? ? ?
ଚିତ୍ତ ରଞ୍ଜନ ଲେଙ୍କା (କଟକ)