ସବୁଠାରୁ ଶ୍ରେଷ୍ଠ
ସବୁଠାରୁ ଶ୍ରେଷ୍ଠ
ଜଗତରେ ପରା ବାପା ମାଆ
ସବୁଠାରୁ ଶ୍ରେଷ୍ଠ
କେବେ କର ନାହିଁ ନିଜଠୁ ପର
କେତେ ପୂଣ୍ୟ ବଳେ
ପାଇଛ ମନୁଷ୍ୟ ଜନ୍ମ
କାହାର ସୁଖ ସଂସାରରେ
ନ ଦିଅ କେବେ ଲୁହ
ମନୁଷ୍ୟ ଜନ୍ମ ନୁହେଁ ଚିରନ୍ତନ
ଆଜି ମଲେ କାଲିକି ପରା ଦୁଇଦିନ
ଏ ଧନ, ସମ୍ପତ୍ତି, ସୁନ୍ଦର ,ଯୌବନ
ଦିନେ ତ ଶେଷ ହୋଇ ଯିବ
ଆସିଥିଲେ ଦିନେ ଖାଲି ହାତେ
ଚାଲିଯିବା ବି ଦିନେ ଖାଲି ହାତେ
ଯଦି କରିଥିବା ଅନ୍ୟ ପାଇଁ ଭଲ କାର୍ଯ୍ୟ
ତେବେ ହେବ ମନୁଷ୍ୟ ଜନ୍ମ ସଫଳ.......