Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Soumyajit Panda

Inspirational

3  

Soumyajit Panda

Inspirational

ଅଶ୍ରୁତ ସ୍ଵର

ଅଶ୍ରୁତ ସ୍ଵର

1 min
13.4K


   ଅଶୃତ ସ୍ୱର
**********************    
ତୁମ ପାଇଁ ଦେଖିଥିବା
ସବୁ ସ୍ୱପ୍ନ ହଜିଯାଏ।
ତୁମ ପାଇଁ ଲେଖିଥିବା
ସବୁ ଶବ୍ଦ ଲିଭିଯାଏ।
ମୋର ସବୁ ପ୍ରଶ୍ନ ଆଗରେ
ତୁମେ ଅଛ ବୋଲି,
ତା'ର ଉତ୍ତର ଖୋଜେନା।
ଡରେ କାଳେ ଉତ୍ତରଟା
ମିଳିଗଲେ ତୁମେ ଯିବ ଚାଲି।
ତୁମ କବରୀ ବାସ୍ନାରେ
ମନ ମୋ ମହକି ଯାଏ।
ଅନାହତ ହୃଦୟର ନୀରବ କ୍ରନ୍ଦନ
ଶୁଣିଛ ତୁମେବି ହୃଦୟ ବେଳାରେ।
ହେଲେ ମୋ ପାଇଁ ତୁମ ପାଶେ ସମୟ ନଥାଏ।
ତୁମେ ମୋର ମୃଗତୃଷ୍ଣା
ମୁଁ ତୁମ ପଥିକ।
ତୁମ ଛଳନା ଶବ୍ଦ ଭିତରେ
ହଜିପାରେ ଧ୍ୱନିଟିଏ ହୋଇ 
           •••••


Rate this content
Log in

Similar oriya poem from Inspirational