ଗହନ ରହସ୍ୟ
ଗହନ ରହସ୍ୟ
ଚଢେଇଟି ବାଇ ଦିନ ସାରା ଧାଇଁ
ଖୋଜଇ ଆହାର ଉଡି
ଫେରି ଆସି ନୀଡେ ପ୍ରିୟା ପାଶେ ଭିଡେ
ପୀରତି ଭାବରେ ବୁଡି ।
ଖୋଲି କି ଗୁମର ବୁଦ୍ଧିରେ ତୁମର
ପ୍ରେମ କି ଜିନିଷ କହ
ସେ ଯେଉଁ ଗହନ ରହସ୍ୟ ବହନ
ଫିଟାଇ ଦେଖିବି ରହ ।
ଚଢେଇଟି ବାଇ ଦିନ ସାରା ଧାଇଁ
ଖୋଜଇ ଆହାର ଉଡି
ଫେରି ଆସି ନୀଡେ ପ୍ରିୟା ପାଶେ ଭିଡେ
ପୀରତି ଭାବରେ ବୁଡି ।
ଖୋଲି କି ଗୁମର ବୁଦ୍ଧିରେ ତୁମର
ପ୍ରେମ କି ଜିନିଷ କହ
ସେ ଯେଉଁ ଗହନ ରହସ୍ୟ ବହନ
ଫିଟାଇ ଦେଖିବି ରହ ।