Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geeta Sarangi

Inspirational Others

3  

Geeta Sarangi

Inspirational Others

ଜୀବନ ଗୀତା-୩୨୪

ଜୀବନ ଗୀତା-୩୨୪

1 min
193


ଜୀବନର ଯେତେ ବିବଶପଣ

ଜାଳଇ ଅନ୍ତରକୁ ଅନୁକ୍ଷଣ ॥୦॥

ମୂଲ୍ୟବୋଧର ମାଟିମଟାଳ

ଖାଇଗଲା ଆଧୁନିକ କାଳ

ସଂପର୍କର ସୂତାଖିଅ

କଟି ତ ଗଲାଣି ପ୍ରାୟ

ତଥାପି ବୁଝେନା ଅଝଟ ମନ ॥୦॥

ସଂପର୍କରେ ନାହିଁ ନିବିଡତା

ମନରେ ନାହିଁବି ସରସତା

ସଜଡାଘର ଉଜୁଡି

ବଂଧନ ଯାଇଛି ଛିଡି

ଧରିବ କେମିତି ଥୟ ଏ ପ୍ରାଣ ॥୨॥


Rate this content
Log in

Similar oriya poem from Inspirational