kamal kumar dash

Action Others

3  

kamal kumar dash

Action Others

ଟିଚର ମାଡାମ

ଟିଚର ମାଡାମ

1 min
459


ଗୋଟିଏ ସ୍କୁଲର ଡିରେକ୍ଟର ମାଡାମ ଜଣେ ଟିଚର ମାଡାମ ଙ୍କୁ ନେଇ କଣ କିଣିବା ପାଇଁ ମାର୍କେଟ କୁ ଗଲେ | କିଛି ସମୟ କିଣାକିଣି କଲା ପରେ ଟିଚର ମାଡାମ ଙ୍କ ମୁଁଣ୍ଡ ବୁଲାଇ ଦେଲା ଓ ସେ ପଡିଗଲେ | ଡିରେକ୍ଟର ମାଡାମ ଓ ଡ୍ରାଇଭର ତାଙ୍କୁ ଧରି ଗାଡି ପାଖ କୁ ଆଣିଲେ ଓ ତାଙ୍କୁ ନେଇ ପାଖ ହସ୍ପିଟାଲ କୁ ଗଲେ | ହସ୍ପିଟାଲ ଡାକ୍ତର ତାଙ୍କ ବ୍ଲଡ଼ ଗ୍ଲୁକୋଜ ଲେଭଲ ଚେକ କଲେ ଓ ତାହା ବହୁତ କମ ଥିଲା |ସେମାନେ ତାଙ୍କୁ ଗ୍ଲୁକୋଜ ଲଗାଇଲେ ଓ ଅକ୍ସିଜେନ ମାସ୍କ ଲଗାଇଲେ କାରଣ ଅକ୍ସିଜେନ ଲେଭଲ ବି କମ ଥିଲା | କିଛି ସମୟ ପରେ ତାଙ୍କର କୋଭିଡ଼ ପଜେଟିଭ ବାହାରିଲା | ୨ ଘଣ୍ଟା ପରେ ତାଙ୍କର ବ୍ଲଡ଼ ଗ୍ଲୁକୋଜ ଓ ଅକ୍ସିଜେନ ଲେଭଲ ଠିକ ହୋଇଗଲା | କୋଭିଡି ଡ଼ର ରେ ହସ୍ପିଟାଲ ର ଡାକ୍ତର ତାଙ୍କୁ ଘରକୁ ଚାଲି ଯିବାକୁ କହିଲେ | ମାଡାମ ପଚାରିଲେ ବିଲ କେତେ ହେଲା ? ଡାକ୍ତର କହିଲେ ମାଡାମ ଆପଣ ଏବେ ଚାଲି ଯାନ୍ତୁ, ହସ୍ପିଟାଲ ସାନିଟାଇଜ ହେଲା ପରେ ମୁଁ ଡିଟେଲ ବିଲ ପଠାଇ ଦେବି | ଥାଙ୍କ ୟୁ କହି ଦି ମାଡାମ ଘରକୁ ଫେରିଲେ | 


Rate this content
Log in

Similar oriya story from Action