ସୋନୁ ସାନା ଲଭଷ୍ଟୋରୀ
ସୋନୁ ସାନା ଲଭଷ୍ଟୋରୀ
1-ପ୍ରଥମ କଥା :(କିଛି କାହାଣୀ Suspence ରହିବ )
ଦିନେ ତା ଭାଇର Marraige ଚାଲିଥିଲା ଆଉ ସେ Marraige ମୁ ଯାଇଥିଲି,(କିଛି କଥା suspence )ସେଠାରେ ତା ମଝିଆ ଦିଦି ସହ ଦେଖା ହେଲା ଆଉ କଥାବି ହେଲି, ଠିକ ସେଇ ସମୟରେ ତା ଦିଦି ପାଖୁ ଗୋଟେ Call ଆସିଲା ଆଉ ସମେନା କଣ କଥା ହେଲେ ମୁ କିଛି ଜାଣିନି But କିଛି ସମୟପରେ ତା ଦିଦି ମୋତେ କହିଲେ ନେ କଥା ହୋ, ଆଉ ମୁ କଥା ହେଲି, ପ୍ରଥମେ ସେ ମୋତେ ନମସ୍କାର କହିଲା ଆଉ ମୁ ବି ନମସ୍କାର କରିଲି, କିଛି Time କଥା ହେଲା ପରେ ମୁ ପଚାରିଲି କଣ ପଢୁଛ,ସେ କହିଲା 10th Exam ଦେଇଛି ଆଉ ସେବି ମୋତେ ପଚାରିଲା ମୁ ବି Same Answer ଦେଲି , ଆମେ ଦୁହେଁ ଦଶମ Exam ଦେଇଥିଲୁ,ପୁଣି ସେ କହିଲା କେବେ ଆସ ଆମ ଗାଁ କୁ,ମୁ ହଉ ଯିବା କେବେ ଗୋଟେ କହି କିଛି କାମରେ Phone କୁ କାଟିଦେଲି,,କିନ୍ତୁ ତାଙ୍କୁ ମୁ Photo ରେ ଦେଖିଥିଲି ସେ ମୋତେ ଦେଖିଚି କି ନାଇଁ ଜାଣିନଥିଲି ! ମୋ ଗାଁ ଠାରୁ ତା ଗାଁ 700km ଥିଲା ,ତା ପରେ କାମ ବ୍ୟସ୍ତରେ ରହିଗଲି, ଏମିତି ରେ Marraige ସରିଗଲା ଆଉ ମୁ ଆସିଗଲି ମୋ ଗାଁ କୁ ଆଉ ସେମାନେ କିଛି ଦିନ ନିଜ ଗାଁ ରେ ରହି ପୁଣି ବାହାରିଲେ ଯଉଠି ସେମାନେ ରହୁଥିଲେ (Suspence Place) ଆଉ ମୁ ବି ସେମାନଙ୍କ ସହ ବାହାରିଗଲି! ତା ଗାଁ କୁ ଯିବାକୁ ଗୋଟେ ଦିନ ଲାଗିଯାଉଥିଲା
2= ପ୍ରଥମ ଦେଖା :ଯେତେବେଳେ ତା ଗାଁ ରେ ପହଞ୍ଚିଲି ପ୍ରଥମେ ତାକୁ ନଳକୂପ ପାଖରେ ଦେଖିଲି ସେଠାରେ ସେ ପାଣି ଭରିକରୁଥିଲା ତାକୁ ଦେଖି ମୁ ଜାଣିଗଲି But ମୁ ଜାଣିନି ସେ ମୋତେ ଦେଖିଥିଲା କି ନାଇଁ, ତା ପରେ ଘରକୁ ଚାଲିଗଲି କିଛି time ପରେ ସେ ପାଣି ନେଇ ଆସିଲା ଘରେ ରଖି ସମସ୍ତଙ୍କୁ ପାଦ ଛୁଇଁ ପ୍ରଣାମ କରିଲା ଆଉ ମୋତେ ବି ପାଦ ଛୁଇଁ ପ୍ରଣାମ କରିଲା ! କିଛି ସମୟ ପରେ fresh ହେଇ ଖାଇସାରିଲି ଆଉ Rest ବି ନେଲି ! Rest ନେବା ସମୟରେ ତା ସାନ ଭଉଣୀ, ସାନ ଭାଇ ଆଉ ତା ମଝିଆ ଦିଦି ଏକାଠି ବସି କଥା ହଉଥିଲୁ ଠିକ ସେତିକି ବେଳେ ଆମେ ଦୁହେଁ କଥା ହଉଥିଲୁ ତା ପରେ ସେ ମୋ Name ପଚାରିଲା ଆଉ ମୁ ବି (Name Suspence ) ! ଏବେ ବି LOVE START ହେଇନି ! ମୁ ପ୍ରାୟ ତାଙ୍କ ଗାଁ ରେ 10ଦିନ ରହିଲା ଭିତରେ ଆମେ ଦୁହେଁ Good Friend ପରି ରହିଲୁ ! ତା ପରେ ମୁ ମୁ ଗାଁ କୁ ଆସିଗଲି , ତାଙ୍କ ଗାଁରୁ ଆସିଲା ବେଳେ ମୋତେ ଟିକେ କଷ୍ଟ ହେଲା But ତାକୁ କଣ feel ହେଲା ମୁ ଜାଣିନି !
3=କିଛି ଦିନ Call ରେ କଥା :ଆମେ Good Friend ହିସାବ ରେ କଥା ହଉଥିଲୁ ,ଏମିତି କିଛି ଦିନ କଥା ହେଲା ପରେ ସେ କଣ ଭାବୁଥିଲା ଜାଣିନି କିନ୍ତୁ ସେ ମୋତେ ସବୁ କଥା Share କରୁଥିଲା ଯେହେତୁ ଆମେ good Friend ଥିଲୁ ! ଏମିତି କିଛି କଥା ନାଇଁ ଜଉଟା ସେ ମୋତେ କହିନି, ଆଉ ମୁ ବି ସବୁକଥା କହୁଥାଏ ! ଦିନେ ସେ ତା Breakup କଥା କହିଥିଲା ଆଉ ମୁ ମୋ Love କଥା ବି କହିଥିଲି ! ସେ କହୁଥିଲା ତମ ସହ କଥା ନହେଲେ ଦିନଟି କିଛିବି ଭଲ ଲାଗୁନି, କଥା ହେବାର ଗୋଟେ time ଥିଲେ ସେ 7ଟାରେ Brush କରି ମୋ ସହ କଥା ହଉଥିଲା, ପୁଣି ଖାଇସାରିଲା ପରେ 10ତା ପରେ, ପୁଣି ଦିନ 1ପମ ରେ, evening 4ଟାରେ,ଏମିତି ଆମେ କଥା ହଉଥିଲୁ ! ସବୁ କିଛି share କରୁଥିଲୁ Positive ଓ Negative ବି ଯେହେତୁ ଗୋଟେ Good Friend ଥିଲୁ ! Negative ର ମାନେ ନୁହେଁ କେବଳ ଖରାପ ! ଦିନ ରେ ବହୁତୀ ଥର call ରେ କଥା ହଉଥିଲୁ ଆଉ Video Call ରେ ଦେଖା ବି ହାଉଥିଲି ଆଉ ମୁ ତାକୁ Song ବି ଶୁଣଉଥିଲି ସେ ବି ମୋତେ Song ଶୁଣଉଥିଲା ଏମିତି କିଛି ଦିନ କଥା ହଉଥିଲୁ ! ଏବେ ବି ଆମ LOVE START ହେଇନଥିଲା !
4=LOVE START :18/01/17ରେ ଦିନ ସାରା Good Friend ହିସାବ ରେ କଥା ହେଲୁ କିନ୍ତୁ Evening ରେ ମୋତେ କିଛି feel ହେଲା କିଛି ଦରବି ଲାଗୁଥିଲା କଲେ ଏଇ ମୋଠୁ ଚାଲିଯିବନି ତା, କାହିଁକି କେଜାଣି ଏମିତି Feel ହେଲା ଜାଣିନି But Evening 7ଟାରେ ତା Call ଆସିଲା ମିଶିକି ଭଲସେ କଥା ହେଲୁ ସେତେବେଳେ ମୋତେ କେମିତି ଡର feel ହଉଥିଲା ଯେମିତି ସେ ମୋଠୁ ଦୂରେଇଯାଉଛି ସେଇସମୟରେ ହଟାତ ଗୋଟେ Question ପଚାରିଲି Time ପ୍ରାୟ 8.30 ବୋଧେ
1=Question: ଥିଲା :ତମେ ମୋତେ Love କରୁଛ କି, ତାର Answer ଥିଲା ନାଇଁ, ପାଗଳ ହେଲାକି ଆମେ good Friend ଏମିତି କିଛି,
2=Question: ତମେ ମୋତେ Love କରିବା କି ନାଇଁ ଯଦି ତମେ ମୋତେ love କରିବନି ଛାଡ଼ିଯିବ ବୋଲେ ଆଉ କେବେ ବି ତମ ସହ କଥା ହେବିନି କି ଦେଖା ବି ହେବିନି promise ପକେଇ କହିଲି, ଏମିତି Question ରେ ଟିକେ ଝଗଡା ହେଲୁ ଏମିତି ରେ ସେ କଣ ଭାବିବିଲା କେଜାଣି ରାତି 9ଟାରେ Final ହଁ କହିଲା ଆଉ I love You କହିଲି ସେବି କହିଲା, ସେଇସମୟରେ ମୋତେ ବହୁତୀ ଖୁସି ଲାଗୁଥିଲା ଏତେ ଖୁସି ଯେ ସାଙ୍ଗେ ସାଙ୍ଗେ Video Call କରି I love You କହି ଦେଖା ହେଲା Video Call ରେ ଦୁଇଜଣଙ୍କ ଆଖିରେ ହସ ଦେଖାଯାଉଥିଲା, ଏମିତି କିଛି time କଥା ହେଇ ସୋଇଗଲୁ ଯେହେତୁ ରାତି ହେଇଯାଉଥିଲା ! ତା ପରେ morning ରେ 7ଟାରେ Brush କରି ମୋ ସହ କଥା ହଉଥିଲା Fresh ହେବାପରେ ମୋ Choice ର Dress ପିନ୍ଧୁଥିଲା,ଏମିତି କିଛିଦିନ love ର ସମ୍ପର୍କ ବଢିଚାଲିଲା, କିନ୍ତୁ ଦୁହେଁ ଦୁହିଁକୁ ନଦେଖି ରହିପାରୁନଥିଲୁ ତେଣୁ ସେ ତାଙ୍କ ଘରକୁ ଡାକୁଥିଲା ଆଉ ମୁ ମନ କରୁଥିଲି ଯେହେତୁ ମୋତେ Time ମିଳୁନଥିଲା But ସେ time ବାହାରକରି ଆମ ଘରକୁ ଆସିଥିଲା (Suspence ) କିଛି time ପରେ ଆମଘରେ First ତା ସହ Hug ହେଇଥିଲା (Suspence ଅଛି ),.........................
ଆମ ଘରେ କିଛିଦିନ ରହି ସେ ବାହାରିଲା ତାଙ୍କ ଘରକୁ ଯିବା ପାଇଁ ଗଲା ବେଳେ ସମସ୍ତନଙ୍କ ଆଗରେ ମୋତେ Hug କରି ତା ଆଖିରେ ଟିକେ ଲୁହ ବାହାରି ଗଲା ଆଉ ମୋର ବି ଲୁହ ବାହାରି ଯାଉଥିଲା ତାପରେ ତାକୁ ନେଇ bus ପାଖୁଗାଲି but Bus ଟିକେ Late ଥିଲା କିଛି କଥା ହେଲା ଭିତରେ bus ଆସିଗଲା ଆଉ ସେ Bus ରେ ଚଡି ବସିକି ମୋତେ ଦେଖୁଥିଲା ଠିକ ସେଠିକି ବେଳେ ମୋ ଆଖିରେ ଲୁହ ବାହାରୁଥିଲା ଆଉ ମୁ ବି feel କରୁଥିଲି ତାକୁ ତା ଆଖିରେ ବି ଲୁହ ଥିଲା ତାପରେ bus ଚାଲିଗଲା ସେ ପଛକୁ ଦେଖି ମୋତେ ଟା ଟା କରୁଥିଲା...... ଆଉ ସେଠୁ ମୁ ଆସିଗଲି ସେ ଚାଲିଗଲା
ସେ bus ରେ ବସି ମୋତେ Call କରି କାନ୍ଦୁଥିଲା ମୁ ତାକୁ ବୁଝଉଠିଲି (Suspence )ସେ ଘରକୁ ପଛଞ୍ଚିଲା fresh ହେଇ ମୋତେ call କରିଲା, କିଛି କଥା ହେଲୁ ରଖିଦେଲୁ ସେ Tied ହେଇଯାଇଥିଲା ତ ! ତା ପରା ଦିନ ଖୁସି ରେ କେତେ କଥା ହେଲୁ କଥା ହେଲା ଭିତରେ ସେ ମୋତେ ଧନ ବୋଲି ଡାକୁଥିଲା.. ବାର ବାର ଧନ ବୋଲି ଡାକୁଥିଲା.... But ଧନ ଡାକ ମୋତେ ଭଲ ଲାଗୁନଥିଲା ଆଉ ମୁ ମାନବି କରୁନଥିଲି ଏମିତି ଧନ ଦାନକାନି ବୋଲି.. ଗୋଟେ ଦିନେ ମୁ କହିଲି ତମୁ ଗୋଟେ Name ଦେବି ସେ କଣ କହିଲା, ମୁ କହିଲି ତମେ କୁହ କଣ ବୋଲି ଡାକିବି ସେ କହିଲା ତମେ କୁହ , ମୁ କହିଲି ତମକୁ ସୋନା ଡାକିବି ତମେ ମୋତେ ସୋନୁ ଡ଼ାକିବ.... ସେ ରାଜି ହେଲା ଆଉ ସୋନୁ ବୋଲି ବି ଡାକି କଥା ହେଲା ଆଉ ମୁ ବି ! କିଛି ଦିନ ପରେ ସେ ମୋତେ Sn ବୋଲି ଡାକିଲା ମୁ ସେଇଦିନଠୁ Snu ମୋ Name ଥିଲା ଆଉ Sna ତା Name ଥିଲା ! ଆମ ଭିତରେ ବହୁତୀ loveଥିଲା suspence ) ଏମିତି ଦେଢବର୍ଷା ବିତିଗଲା, ଯେହେତୁ loveର ସମ୍ପର୍କ ଥିଲା, କିଛି ବାଧ୍ୟ କରୁଥିଲି,ସବୁକିଛି ଠିକ ଥିଲା,
ଏମିତି ମୋ ବାଧ୍ୟରେ ଟିକେ ଟିକେ ଝଗଡା ହେଲା ପୁଣି solve ହେଇଯାଉଥିଲା ତାର କେତେ ରାଗଥିଲେବି ମାତ୍ର ଅଳ୍ପ ସମୟ ପାଇଁ ଥିଲା ଏମିତି ସମୟ ବିତୁଥିଲା ! ବେଳେ ବେଳେ ମୁ Game ଖେଳୁଥାଏ ସେ Call କରିଲେ ମୁ Game କୁ କାଟି ତା ସହ କଥା ହାଉଥିଲି But ଧୀରେ ଧୀରେ କାହିଁକି କେଜାଣି Game ଟିକେ ମୁ ଅଧିକ ଖେଳୁଥିଲି ସେଇ ସମୟରେ ସେ call କରିଲେ ମୁ କହୁଥାଏ Game ଖେଳୁଛି ପରେ କରୁଛି ସେ ଠିକ ଅଛି କହି Call କାଟୁଥିଲା, ମୋର Game ସାରିବା ପରେ କଥା ହଉଥିଲୁ କିଛିଦିନ ପରେ କାହିଁକି କେଜାଣି ସେ ମୋତେ Game ଖେଳିବାକୁ ମନ କରୁଥିଲା ଆଉ ମୁ ଲୁଚି ଲୁଚି Game ଖେଳୁଥିଲି But ସେ ଜାଣିଦେଉଥିଲା ଆଉ ମୋତେ ବାଧ୍ୟ କରୁଥିଲା Game ନ ଖେଳିବା ପାଇଁ ଏମିତି ଟିକେ ଝଗଡା ହେଲା ପୁଣି ଠିକ ସେ କଥା ହଉଥିଲୁ ଗୋଟେ ଦିନ ସେ ଆମ Marraige କଥା କହୁଥିଲା ମୁ କହୁଥିଲି Marraige ଆମହାତରେ ନାଇଁ ଭଗବାନଙ୍କ ଇଚ୍ଛା ଏମିତି କହୁଥିଲି, Marraige ପାଇଁ ବି ଝଗଡା ହେଲା( Suspence ) ପ୍ରତିଟି କଥାରେ ଝଗଡା ହେଲୁ ମୋତେ କିଛି ଭଲ ଲାଗିଲାନି ଆଉ ମୁ Doubt କରିବାରେ ଲାଗିଲି ଏମିତି Sms, Whatsapp Chart,Call, Fb, Insta ଏ ସବୁ ପାଇଁ କିଛି Doubt କରିଲି (Suspence )ତା ପରେ କିଛି ଦିନ ଏମିତି ଝଗଡା କରି କଥା ହେଲୁନି ତା ପରେ ପୁଣି କଥା ହେଲୁ
5=ଝଗଡା ଓ Breakup
ମୁ ଯାହା ତାକୁ ମନା କରୁଥିଲି ସେ ସେଇଟା କରୁଥିଲା ସେଇ ସମୟରେ ମୋ ମୁଣ୍ଡ ଖରାପ ହେଇଯାଉଥିଲା, ହେଲେ କାହିଁକି କେଜାଣି ସେ ଏମିତି କଣ ହଉଥିଲା ବୁଝିପାରୁନଥିଲି, କିନ୍ତୁ ସେ ସେମିତି ନଥିଲା ବହୁତୀ ଭଲ ଥିଲା ଆଉ ଭଲ ଭଲ କଥା କହୁଥିବାର ବି ମୋତେ କହିବାର ତମ ଛଡା ଆଉ କଉ ପୁଅକୁ ଦେଖିବାକୁ ଇଚ୍ଛା ହିଁ ହଉନି, ତମ ଛଡା ଆଉ କାହାକୁ ବି love କରିବିନି ଏମିତି କହିବାର But ଧୀରେ ଧୀରେ ମୋ ସହ ଝଗଡା Start ହେଲା, ଏମିତି ଝଗଡା ଦେଖି ମୁ ଅଧିକ Doubt କରିବାରେ ଲାଗିଲି ଆଉ ଯାହାକୁ Doubt କରିଲି ତାର prove ବାହାର କରିବାରେ ଲାଗିଲି, ଦିନେ ସେ BM ଆସିଥିଲା PG Join ହେବ ପାଇଁ.. ମୁ ବି ତା ସହ ଗଲି But ତାର ଗୋଟେ friend କୁ ବି ସେ ଡାକିଥିଲା ତା Friend ବହୁତୀ ଭଲ ପଠା ପଢୁଥିଲା, ଭଲ ପିଲା ବୋଲି ସେ କହୁଥିଲା ! ଯେତେ ବେଳେ ତା Friend କୁ ମୁ ଦେଖିଲି ମୁ Doubt କରୁଥିବା ପିଲା ତା ସେଇ Friend ଥିଲା But ସେଠାରେ ମୁ ଚୁପ ଥିଲି କାରଣ ମୋତେ କିଛି prove ମିଳିନଥିଲା, PG join ସରିଲା time 1.30 ହେଇଗଲାଣି ସମସ୍ତେ ଭକ ହେଇଗଲୁଣି, ଗୋଟେ Hotel କୁ ଖାଇବାକୁ ଗଲୁ ତାର ମୋର ପାଖ ପାଖି ବସି ଖାଉଥାଏ ଆଉ ତା Friend ତା ସାମ୍ନା ରେ ବସି ଖାଉଥାଏ, ଠିକ ସେଇ Time ରେ ତା Frind କିଛି ଗୋଟେ କଥା ରେ ତାକୁ Mo (ମୋ ) ବୋଲି ଡାକୁଥିଲା ସେଇଟା ଶୁଣି ମୁ Sure ହେଇଯାଇଥିଲି ତାଥାପି ମୁ ଚୁପ ଥିଲି,Bus stand ରେ bus ରେ ବସେଇ ତା ଗାଁ କୁ ଚାଡ଼ିଦେଲି, ଘରକୁ ଗଲା ପରେ ପୁଣି ଭଲ ସେ କଥା ହେଲୁ ଆଉ ସେ ପୁଣି ସେ Game କୁ ନେଇ ଝାଡା Start ହେଲା But ମୁ Game କୁ ଟିକେ Series ନେଇଯାଇଥିଲି ତ Game କୁ ଛାଡିପାରୁନଥିଲି But Suficient Time ଦଉଥିଲି କଥା ହେବା ପାଇଁ, ଗୋଟେ ଦିନ ଝଗଡା ହେଇ 3day କଥା ନ ହେଇ ରହିଲୁ ତାର ଗୋଟେ ଦିନ ପରେ ସେ ମୋ Room ଦେଇ ତା ବଡ ଦିଦି ଘରକୁ ଯାଇଥିଲା ଜଉଟାକି ସେ ମୋତେ ଜଣେଇନଥିଲା,ଆଗରେ ସେ ଯୁଆଡେ ଗଲେ ମୋତେ କହୁଥିଲା But ସେଦିନ ଯମାବି କହିନଥିଲା, ଯେହେତୁ ମୁ 4day ହେଲା କଥା ହେଇନଥିଲି ମୁ call କରିଲି ପଚାରିଲି ସେ କହିଲା ବଡ ଦିଦି ଘରକୁ ଆସିଯାଇଛି, ମୁ କହିଲି ମୋତେ ଟିକେ ବି କହିଲନି ଏମିତି କହିବାରୁ ସେ Network ନାଇଁ ବୋଲି Call କାଟିଦେଲା କିଛି time ପରେ Call କରିଲି ତା Phone Busy ଦେଖାଉଥିଲା ପୁଣି Recieve କରିଲା କହିଲା ଘରେ ଅଛି ସମସ୍ତେ ଅଛନ୍ତି ପରେ call କରୁଛି ଏମିତି Morning ହେଇଗଲା ପୁଣି ମୁ Call କରିଲି କହିଲି କଣ ପାଇଁ call କରି କଥା ହଉନ, କଣ ପାଇଁ ନ କାହିଁକି ଆସିଗଲା ଏମିତି କିଛି question କରିବାରୁ ସେ କହିଲା Please Sn ମୋତେ ଭୁଲି ଯାଅ, ଆଉ ତମ ସହ ରହିବାକୁ ଚାଁହୁନି, ମୁ କହିଲି ପାଗଳ ହେଇଗଲ କି ଏମିତି କଣ କହୁଚ, ସେ କହିଲା ମାନେ ଅଛି Game ଖେଳିଲାବେଳେ କଣ କହିଲା ମୋତେ Game ଦରକାର ତମେ ନାଇଁ, (Game ଖେଳିବା Time ରେ ମୁ ତାକୁ କହିଥିଲି ଯେ ଖେଳିବା time ରେ call କରନି ତ ପରେ ମୁ କରିବି କଥା ହେବ )But ସେ ସେଇ Time ହିଁ Call କରୁଥିଲା ରାଗରେ ସେ କହିଲା ତମକୁ Game ଦରକାର ନ ମୁ ଦରକାର ମୁ ବି ରାଗରେ କହିଦେଲି ମୋତେ Game ଦରକାର ତମେ ନାଇଁ ଯାଅ......... ଏମିତି // ଏମିତି ଝଗଡା ହଉଥିଲୁ ଆଉ ସେ କହୁଥିଲା Breakup କରିବା ପାଇଁ ମୁ ମନ କରୁଥିଲି ଆଉ ମୋ ଭୁଲ କଣ ପଚାରିଥିଲି, ସେ ତା phone କୁ Off କରୁଥିଲା ମୁ ତା ବଡ ଦିଦିଙ୍କୁ call କରି ତା ସହ କଥା ହଉଥିଲି ପୁଣି ସେ ଟିକେ କଥା ହେଇ Breakup କଥା କହି Call କୁ କାଟିଦେଉଥିଲା, ତାଆର ଏମିତି କଥା ଶୁଣି ମୁ ବହୁତୀ କାନ୍ଦିଲି 7ଦିନ ଥରେ ଜମା ଭାତବୀ ଖାଈନଥିଲି ଗାର ଟାଣି ରଖିଥିଲି, କିଛିଦିନ ପରେ ସେ call କରି କହିଲା ଦେଖା ହେଇପାରିବ କି ମୁ ହଁ କହିଲି ମୁ କହିଲି କେତେବେଳେ Bm ରେ ପହଂଚିବ ସେ କହିଲା Morning ରେ ପହଂଚିଯିବି, ମୁ କହିଲି ମୋ Room ପାଖରେ ଉଲେଇପଡ଼ ସେ ହଁ କହି Bus Stand ରେ ପହଂଚିଯାଇଥିଲା ପୁଣି Call କରି ମୋତେ ଡାକିଲା ମୁ ଗଲା ବେଳେ ଯାହାକୁ DOUBT କରୁଥିଲି( PG join ବେଳେ ଜୋ friend ଥିଲା ) ସେ ତା ସହ ଥିଲା ମୋତେ ଦେଖିବା ପରେ ତା frind ପଛରେ ରହିଗଲା ଆଉ ମୁ ଆଗରେ but ସେଦିନ ମୋତେ Hug ବି କରିନଥିଲା, ପଚାରିଲି Hug ବି କରିଲନି ସେ କହିଲା ଏତେ ଲୋକ ଅଛନ୍ତି, ମୁ କହିଲି ଯିଏ ଲୋକ ଥିଲେ ବି Hug କରୁଥିଲା ଆଜି ସେ ଲୋକ ଅଛି ବୋଲି କଣ କହୁଛି, ଏମିତି କିଛି time Bus Stand ରେ ବିଦେଇଲୁ Bus Stand ରେ କେତେ କାନ୍ଦି ମୋ loveକୁ ଭିକ ମାଗୁଥିଲି, ଏମିତି ତା ଗୋଡ ଧରିଥିଲି, Sorry କହୁଥିଲି, ଖେୟାମ କରିଦିଆ କହୁଥିଲି କେତେ କଣ (Suspence ) Bus ଆସିଗଲା ସେ Bus ରେ ବସିଗଲା ବି ଆଉ ମୁ ସେଠାରେ କାନ୍ଦୁଥିଲି... ଏମିତି ଲାଗୁଥିଲା ମରିଯିବି ବୋଲି....... ତା ପରେ Bus ଛାଡିଦେଲା ଆଉ bus ପଛରେ ମୁ ଦୌଡୁଥିଲି ସେ Bus ରେ ଯାଉଥିଲା ସେ ମୋତେ ଦେଖୁଥାଏ ତ ମୁ ତାକୁ ଦେଖି ଦୌଡୁଥାଏ bus ପଛରେ ତ ଥାପି ତାକୁ କିଛି ଫୋରକ ପଡୁନଥିଲା, ଏମିତି ସେ ଚାଲିଗଲା ଆଉ ମୋ ଦେହ ଖରାପ ହେଇଗଲା ତଥାପି Call କରି କୁକୁର ପରି ମୋ love କୁ ଭିକ ମାଗୁଥିଲି.... ଘରେ ପଚାହ୍ନିଲା ପରେ କିଛି time Rest ନେଇ ଆମେ ପୁଣି କଥା ହେଲେ ଆଉ ସେ Direct କହିଲା Breakup ମୋତେ ବହୁତୀ କଷ୍ଟ ହଉଥିଲା ଭ ଭ କାନ୍ଦୁଥିଲି... ତାକୁ ବାଧ୍ୟ କରୁଥୁଲି please ମୋତେ ଭଲପାଅ ଛାଡିକି ଯୋନି ଏମିତି..... ଆଉ କଷ୍ଟ ସହିନପାରି ମୁ ଗୋଟେ ଦିନେ ତାକୁ କିଛି Time ଦେଲି ଯଦି ସେ Time ରେ I love you ନ କହିବ ତା ମୁ ଟ୍ରେନ ରେ ପରିଯିବି.... ଏମିତି time ସରିଯାଉଥିଲା ଆଉ ମୁ Train Line ରେ ପହଞ୍ଚିଯାଇଥିଲି କେଜାଣି ସେ Time ରେ Call କରିଲା ଆଉ ପଚାରିଲା କଉଠି ଅଛ ମୁ କିଛି କହିଲିନି but କିଛି Sound ଶୁଣି ସେ ବ୍ୟସ୍ତ ହେବାର ମୁ feel କରିଲି ସେ video call କରିଲା ମୁ କଟୁଥିଲି ମୁ କହୁଥିଲି love You କହିଲେ ବଞ୍ଚିବି ନହେଲେ ମରିଯିବି ସେ ଡ଼ରିକି ଜୋର ରେ କାନ୍ଦିଲା ଆଉ video Call ରେ ମୋତେ ଦେଖିଲା, ମୋତେ Train Line ରେ ଦେଖି ତା ଘରେ ସେ ଭ ଭ କରି କାନ୍ଦିଲା.... ତା ଘରେ 3ଭଉଣୀ ଜାଣିଗଲେ ମୋତେ ବୁଝେଇବାରେ ଲାଗିଲେ but ମୁ ଯେତେବେଳେ ମାରିବାକୁ ଯାଉଥିଲି ସେ ଗୋଟେ ବାହାନା କରିଲା ମୁ ଜାଣିଲି ତା ଭାଇଙ୍କୁ କହିବି ବୋଲି କହିଲା ମୁ ଚାଁହ୍ନୁନଥିଲି ତା ଭାଇ ଜାଣୁ ଆଉ ତାକୁ ଗାଳି କରୁ ମାରୁ ବୋଲି ସୋ ମୁ ଚୁପ ହେଇଗଲି call କାଟି ଦେଲି ପୁଣି ସେ call କରିଲା ଯାଅ ଘରକୁ କହିଲା ମୁ ମନା କରୁଥିଲି ତମେ i love କହିଲେ ମୁ ଯିବି ଆଉ ସେ କହିଲା ମୁ ତମ କୁ ଭଲ ପାଏ ବୋଲି ସୋ, Train Line ରୁ ଫେରିଗଲି ଘରକୁ , ଘରକୁ ଆସି ପୁଣି ସେ ମନା କରିଲା ମୋଠୁ ଦୂରେ ଯାଅ... ଏମିତି ବହୁତୀ କିଛି ହେଇଯାଇଥିଲା ଆଉ ସେ ମୋ Number ku Bloock କରିଦେଲା ଆଉ ମୁ ତା ଖୁସି ପାଇଁ ଆଉ ତାକୁ Distrubt କରିଲିନି,
6=ଶେଷ କଥା :Breakup ପରେ ଗୋଟେ ଦିନ ଆମ ଘରକୁ ଆସିଥିଲା ମୁ ତାକୁ ଦେଖି ଉପରଘରକୁ ଚାଲିଗଲି ଆଉ ସେ ମୋ ସହ ଜମା କଥା ହଉନଥିଲା... But କିଛି time ପରେ ମୋତେ ଖାଇବାକୁ ଡାକିଲା ଆଉ ମୁ ମୁଣ୍ଡପତି ଖାଉଥାଏ.. କିଛି ଘଣ୍ଟା ପରେ ରାତି ହେଇଗଲା ଆଉ ମୁ ତାକୁ ତା Mobile 1 minutes ପାଇଁ ମାଗିଥିଲି ସେ ମନା କରୁଥିଲା ମୁ କହୁଥିଲି ଯେ ତମ phone ରେ ଯାହା ଅଛି Hide kari ମୋତେ ଦିୟ ସେ ମନା କରୁଥିଲା ବହୁତୀ ବାଧ୍ୟ ପରେ ସେ ତା phone ku Clear, Hide, Lock kari ମୋତେ ଦେଲା ଆଉ ତା Sms Box ku 1min ଦେଖି ଦେଇଦେଲି, ଆଉ ରେ Morning ସେ ଯାଉ ପୁଅ ସହ କଥା ହଉଥିଲା ତା Call History ବାହାର kari ଦେଲି, Whatsaap Dp, ସବୁ କିଛି ଦେଇଖେଇଲି... ଆଉ ସେ ମୋ ଆଗରେ ମୁଣ୍ଡ ପୋତିଦେଲା (Suspence ) କିଛି ଝଗଡା ପରେ ମୁ କହିଲି ଯାଅ ତମେ ତମ ଲାଇଫ ରେ ଖୁସିରେ ରୁହ, କେବେ Distrub କରିବିନି ଆଉ ମୋ Heartଭାଙ୍ଗିଗଲା, ନିଜକୁ କଷ୍ଟ ଦେବାରେ ଲାଗିଗଲି, ଆଉ ଏବେ ବି କଷ୍ଟ ପାଉଛି but ତାକୁ ଭୁଲି ପାରୁନି କି ଭୁଲିବିନି I love You Sna, ହୁତ ସେ ମୋ ହୃଦୟ ଭାଙ୍ଗି ଆଉ କାହା ସହ ଚାଲିଗଲା ତମେ ତାକୁ ଆଉ କାହା ସହ ଦେଖି କଣ feel କରିବା, ତଥାବି ସେମିତି ସେମାନଙ୍କୁ ଦେଖି ଆଜିବି ବଞ୍ଚିଛି, ସେ କହିଥିବା କଥା ତାକୁ ପୁଣି କହି ମୁ ନିଜ କଷ୍ଟ ku ନିଜ ଛାତିରେ ରଖି ଆଜିବି ମାରୁଛି
.....ସେ କହିଥିଲା ତମ ଛଡା ଆଉ କଉ ପୁଅ ମୋତେ ଭଲ ଲାଗୁନି but ଏବେ କେମିତି ଆଉ କାହା ସହନିଜକୁ ଏମିତି ବଦଳେଇଦେଇଛି ଯେ ମୁ ନିଜେ ବି ଭାବିନଥିଲି ମୁ ଏମିତି ହେଇଯିବି.... ସବୁ କିଛି ଚାଡ଼ିଦେଲି ଏମିତିକି ପାଠ ପଢିବା, Song ଗାଇବା, Editing କରିବା, Fb,... ଆଉ ମୋ ଖୁସି ସବୁ କୁ ଭୁଲିଗଲି ଆଜିବି ତା ପାଇଁ ମାରୁଛି....
(ଆହୁରି ବହୁତୀ କିଛି କାହାଣୀ ଅଛି..... ଲେଖି ଲେଖି ମୋ ହାତ କାଟିଲାନି ସୋ ଆଉ କିଛି ଲେଖିପାରୁନି ଯଦି ଜାଣିବାକୁ ଚାହଁଉଚ ବୋଲେ ମୋତେ Comment କରି କୁହନ୍ତୁ, ତା love କଥା ଜଣିକି ବି ଆଉ ତାକୁ କିଛି କହୁନି କାରଣ ମୁ ତାର ଖୁସି ଚାହଁଉଛି ।

