STORYMIRROR

Sunanda Mohanty

Tragedy Action Classics

3  

Sunanda Mohanty

Tragedy Action Classics

ସମୟ ବଡ ବଳବାନ

ସମୟ ବଡ ବଳବାନ

1 min
197

ମୋ ଜୀବନ କାହାଣୀ ରେ ପଣସ ଗଛଟା ଗୋଟେ ଅବ୍ୟଛେଦ ଅଙ୍ଗ, ସନ୍ଧ୍ୟାରେ କେତେ ପକ୍ଷୀ ଭିତରୁ ହଳଦୀ ବସନ୍ତ ର ସ୍ୱର ଅନୁକରଣ କରି ଠାବ କରି ଦେଖେ ତାକୁ, ଭାରି ଭଲ ଲାଗେ, ଆଉ ଯୋଉଦିନ ପଣସ କଷି ଗୁଡିକ ଓହଳି ପଡି ଋତୁ ଅନୁଯାୟୀ ଗଛଟିକି ମହିମାମୟ କରି ତୋଳୁଥାଏ, ତ ପ୍ରକୃତି ର ବୈଶିଷ୍ଠ ଭିତରେ ଚମତ୍କୃତ ହୁଏ ମୁଁ, ଗଛଟା ବାପା ଲଗେଇଥିଲେ, ଗଛଟା ଛୋଟ ଥିଲା ବେଳେ ଛୋଟ ପକ୍ଷୀ ଛୁଆ କରନ୍ତି କେତେ ଖୁସି ହୁଅନ୍ତି ପୁଅ ଝିଅ, ଆଜି ସେମାନେ କିଏ କୁଆଡେ, ତାଙ୍କରି ସ୍ମୃତି ସବୁ ସାଉଁଟି ଜୀବନ୍ତ ଗଛଟା କୁ ଚାହିଁ ସମୟ କାଟିଲା ବେଳକୁ ଚେର ମାଡି ଘର ଫଟେଇଲାଣି ତୁମକୁ ଜଣା ପଡୁନି କହି କାଟି ବାକୁ ବସିଛନ୍ତି ସ୍ୱାମୀ, ମୋ ଜୀବନ କାହାଣୀ ର ଜୀବନ୍ତ ସ୍ମୃତି ଟିକୁ ମୁଁ କାଟି ନଦେବା ପାଇଁ ବଦ୍ଧପରିକର, ସମୟ କହିବ କୋଉ ପାଣି ପବନ କେତେବେଳେ କୋଉ ଦିଗକୁ ବହିବ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy