Hurry up! before its gone. Grab the BESTSELLERS now.
Hurry up! before its gone. Grab the BESTSELLERS now.

Pranati Jena

Inspirational Others


3.3  

Pranati Jena

Inspirational Others


ସ୍ମୃତି ତୁମେ

ସ୍ମୃତି ତୁମେ

1 min 155 1 min 155

ତୁମେ ଆଉ ମୁଁ କିଏ ବା ଜାଣିଛି ହୃଦୟ ଟିଏ କୁ ଓ ତା ଭିତରେ ଥିବା ଢଳ, ଢଳ ଅନୁରାଗ ଭିଜା ମମତ୍ୱ ର ଆବେଗ କୁ ମୁଁ ଦୂର ଆକାଶରେ ପ୍ରତୀୟ ମାନ ହେଉ ଥିବା ଇନ୍ଦ୍ର ଧନୁର ସାତ ରଙ୍ଗ ରେ ବର୍ଣ୍ଣିଳ ଶୋଭାତୁମେ ପ୍ରକୃତି ରାଣୀର ନିରଭିଜା ହୃଦୟର ନିରାସକ୍ତ ଅନାମିକା ମୁଁ ଜୀବନର ପଥେ ବାସ୍ନାଭରା ଗୋଲାପ ର ପ୍ରୀତିପର୍ଣ୍ଣl ତୁମେ ସ୍ମୃତିଭରା ପଥେ ଅବ୍ୟକ୍ତ୍ୟ ଯନ୍ତ୍ରଣା ର ଶେଷ ସୀମା । ତୁମେ ଆଉ ମୁଁ, ଭିତରେ କେତେ ଯେ ଦୂରତ୍ୱ କଳିବାକୁ, ଜଳିବାକୁ ହୁଏ ଯାହା, ବୁଝି ହୁଏନି କି ବୁଝେଇ ହୁଏନି।ତଥାପି ମମତାର ମେଳନରେ ଅନୁଭବ କରିହୁଏ ଜୀବନକୁସାଉଁଟି ହୁଏ ହୃଦୟର କେଉଁ କୋଣରେ ଅଭୁଲା ସ୍ମୃତି ସବୁ କୁ ।


Rate this content
Log in

More oriya story from Pranati Jena

Similar oriya story from Inspirational